SPORTS

ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରେ ଥିମ ଓ ଅନ୍ଦ୍ରିସ୍କୁ ସିଙ୍ଗିଲ୍ସ ଚମ୍ପିୟାନ

ଆମେରିକାରେ ଅନୁଷ୍ଠିତ ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସ  ଟୁର୍ନାମେଣ୍ଟ ଅଷ୍ଟ୍ରିୟାର ଥିମ କାନାଡାର ବିୟାଙ୍କା ଆନ୍ଦ୍ରିସ୍କୁ ପୁରୁଷ ଓ ମହିଳା ସିଙ୍ଗିଲ୍ସ ଟାଇଟେଲ ହାସଲ କରିଛନ୍ତି। ପୁରୁଷ ଫାଇନାଲରେ ଥିମ ୫ ଥର ଚିମପିଅନନ୍କୁ ପରାସ୍ତ କରି କ୍ଯାରିୟରର ପ୍ରଥମ ମାଷ୍ଟର୍ସ ୧୦୦୦ ଟାଇଟେଲ ହାସଲ କରିଥିଲେ। ଥିମ ଶକ୍ତିଶାଳୀ ସର୍ଭିସ ଓ ନିଖୁଣ ବ୍ୟାକହ୍ୟାଣ୍ଡର ଜବାବ ଦେଇପାରିନଥିଲେ। ପରବର୍ତୀ ୨ ଟି ସେଟ ଜିତି ଥିମ ଚମ୍ପିୟାନ  ହୋଇଥିଲେ।

ମହିଳା ଫାଇନାଲରେ ନବାଗତ ଆନ୍ଦ୍ରିସ୍କୁ ୬-୪, ୩-୬,୬-୪ ସେଟରେ ଅଷ୍ଟମ ସିଡ ଜର୍ମାନୀର ଆଞ୍ଜେଲିକ  କାର୍ବରଙ୍କୁ ହରାଇ ସିରିଜ ଜିତିଥିଲେ। ଅବଶ୍ୟ କାର୍ବର ୨ ସେଟରେ ବିଜୟୀ ହୋଇଥିଲେ। ତୃତୀୟ ସେଟରେ ଆନ୍ଦ୍ରିସ୍କୁ ତ୍ରୁଟି ନଦୋହରାଇ ବିଜୟ  ହାସଲ କରିଥିଲେ।
ପଢନ୍ତୁ: ଅଲମ୍ପିକ୍ସ ଦୌଡରେ ଇରଫାନ୍‌

Related posts

ଆଇପିଏଲ ୧୧ : ଚେନ୍ନାଇ ସୁପର କିଙ୍ଗସ୍‌ ଚାମ୍ପିଅନ୍‌ !

ENO Beuro

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ENO Beuro

ରିଲିଜ୍ ହେଲା ହକି ବିଶ୍ୱକପ୍ ଗୀତର ଟିଜର୍

ENO Beuro

Leave a Comment