EnewsOdia.Com

ଏହି କାରଣରୁ ଭୋଳାନାଥଙ୍କ ପାଖରେ ଶଙ୍ଖ ପୁଙ୍ଖା ଯାଏ ନାହିଁ

କୃଷ୍ଣଙ୍କ ମିତ୍ର ସୁଦାମା କୃଷ୍ଣଙ୍କ ପ୍ରତି ରାଧାରଙ୍କର କ୍ରୋଧପୂର୍ଣ୍ଣ ଶବ୍ଧକୁ ଶୁଣିବା ପରେ ଆବେଶ ହୋଇପଡିଲେ । ଏହାପରେ ସେ କୃଷ୍ଣଙ୍କ ପକ୍ଷ ନେଇ ରାଧାଙ୍କୁ ଆବେଶପୂର୍ଣ୍ଣ ଶବ୍ଧରେ କଥା ବର୍ତ୍ତା କରିବାକୁ ଲାଗିଲେ । ସୁଦାମାଙ୍କର ଏଭଳି ବ୍ୟବହାର ଦେଖି ରାଧା ରାଗିଯିବା ସହିତ ସୁଦାମାଙ୍କୁ ଦାନବ ରୂପେ ଜନ୍ମ ନେବାର ଅଭିଶାପ ଦେଇଥିଲେ ।  ସେହିପରି ରାଧାଙ୍କ ଅଭିଶାପ ଅନୁଯାୟୀ ଶଙ୍ଖଚୁର ନାମକ ଦାନବ ହୋଇଥିଲେ ସୁଦାମା ।

ଶିବପୁରାଣରେ ବି ଦମ୍ଭ ପୁତ୍ର ଶଙ୍ଖଚୂର ବିଷୟରେ ବର୍ଣ୍ଣିତ ଅଛି । ସେ ନିଜ ବଳ ସାହାଯ୍ୟରେ ତିନି ଲୋକର ସ୍ୱାମୀ ହୋଇପାରିଥିଲେ । ଏହାସହିତ ସେ ସାଧୁ-ସନ୍ଥ ମାନଙ୍କୁ ହଇରାଣ କରିବାରେ ଲାଗିଥିଲେ । ଏହାକୁ ଦେଖି ଭଗବାନ ଶିବ ରାଗି ଯାଇ ଶଙ୍ଖଚୂରର ବଧ କରିଥିଲେ । ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କର ଭକ୍ତ ଥିଲେ ଶଙ୍ଖଚୂର । ସେଥିପାଇଁ ଭଗବାନ ବିଷ୍ଣୁ ଶଙ୍ଖଚୂରର ହାଡରୁ ଶଙ୍ଖ ନିର୍ମାଣ କରିଥିଲେ । ସେବେଠାରୁ ବିଷ୍ଣୁ ଏବଂ ଅନ୍ୟ ଦେବା-ଦେବୀଙ୍କୁ ଶଙ୍ଖ ଦ୍ୱାରା ଜଳ ଅର୍ପଣ କରାଯାଇଥାଏ । କିନ୍ତୁ ଭଗବାନ ଶିବ ଶଙ୍ଖଚୁରର ବଧ କରିଥିବାରୁ ତାଙ୍କ ପୂଜାରେ ଶଙ୍ଖ ବ୍ୟବହାର କରାଯାଏ ନାହିଁ ।

ପଢନ୍ତୁ: ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟସରକାର

ସମ୍ବନ୍ଧିତ ଖବର

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

Ratnamani Maharana

ଘରର ମୁଖ୍ୟ ଦ୍ୱାର ପାଇଁ ଏହି କଥା ଉପରେ ଦିଅନ୍ତୁ ଗୁରୁତ୍ୱ

Ratnamani Maharana

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

Ratnamani Maharana

ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ୍‌ ହୋଇପାରନ୍ତି କାଙ୍ଗାଳ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Ratnamani Maharana