• Home
  • LIFESTYLE
  • ଯାତ୍ରା ସମୟରେ କେଉଁ ଜିନିଷ ଦେଖିଲେ କଣ ଫଳ ମିଳେ, ଆସନ୍ତୁ ଜାଣିବା
LIFESTYLE

ଯାତ୍ରା ସମୟରେ କେଉଁ ଜିନିଷ ଦେଖିଲେ କଣ ଫଳ ମିଳେ, ଆସନ୍ତୁ ଜାଣିବା

ହିନ୍ଦୁ ଶାସ୍ତ୍ର ଅନୁସାରେ ଯାତ୍ରା ବେଳର ଶୁଭାଶୁଭ ବିଷୟରେ ଅନେକ କିଛି ବର୍ଣ୍ଣିତ ଅଛି । ଯେମିତି ଖନା ବଚନରେ ଏମିତି ଅନେକ ପ୍ରଶ୍ନର ଉତ୍ତର ରହିଛି । ଯାତ୍ରା ସମୟରେ ଆମ ଗୁରୁଜନ ମାନେ ମଧ୍ୟ ଆମକୁ ଅନେକ କିଛି ଶିକ୍ଷା ଦିଅନ୍ତି । ଯାତ୍ରା କଲା ବେଳେ ବାଟରେ କଣ ଦେଖିଲେ ଶୁଭଫଳ ମିଳେ ଓ କଣ ଦେଖିଲେ ସବୁ କାମ ବିଗିଡି ଯାଏ |

ଆସନ୍ତୁ ଜାଣିବା

  • ବାଟରେ ଗଲା ବେଳେ ବାଟରେ ସାଧବା ନାରୀ ଶୃଙ୍ଗାର କରି ମନ୍ଦିରରୁ ଫେରୁଥିବାର ଦେଖିଲେ ଶୁଭଫଳ ମିଳିଥାଏ ।
  • ଗୋମାତାର ମୁଣ୍ଡ ବା ବେକ ଉପରେ କାକ ବସିଥିବାର ଦେଖିଲେ ଅତ୍ୟନ୍ତ ଶୁଭଫଳ ମିଳେ ମାତ୍ର ପିଠିର ଶେଷ ଆଡକୁ ବା ଲାଞ୍ଜ ଆଡକୁ ବସିଥିବାର ଦେଖିଲେ ସମ୍ପୂର୍ଣ ଓଲଟା ଫଳ ମିଳେ ।
  • ବାଟରେ ଗଲା ବେଳେ ଡାହାଣ ପଟେ ବ୍ରାହ୍ମଣ ଲୋକଙ୍କୁ ଦେଖିଲେ ଅଶୁଭ ଫଳ ମିଳେ ।
  • ବାଛୁରି ଗାଈ ଠାରୁ କ୍ଷୀର ପିଉଥିବା କିମ୍ବା ଗାଈ ପାଖରେ ଖେଳୁଥିବା ଦେଖିଲେ ଯାତ୍ରାର ଉଦ୍ଦେଶ୍ୟ ପୁରାଣ ହୁଏ ।
  • ଘରୁ ବାହାରିଲା ବେଳେ କେହି ଛିଙ୍କିଲେ କିମ୍ବା ପଚ୍ଛରୁ ଡାକିଲେ ଅଶୁଭ ହୁଏ , କେବଳ ମାତା ହିଁ  ପଛରୁ ଡାକିଲେ ସୁଫଳ ମିଳେ ।
  • ବାଟରେ ଗଲାବେଳେ ଝାଡୁଦାର ଝାଡୁ କରୁଥିବା ଦେଖିଲେ ଶୁଭ ଓ ଖଳ ପ୍ରକୃତିର ଲୋକ ଦେଖାହେଲେ ଅଶୁଭ ।

ଯାତ୍ରା ସମୟରେ କେଉଁ ଜିନିଷ ଦେଖିଲେ କଣ ଫଳ ମିଳେ, ଆସନ୍ତୁ ଜାଣିବା  ଯାତ୍ରା ସମୟରେ କେଉଁ ଜିନିଷ ଦେଖିଲେ କଣ ଫଳ ମିଳେ, ଆସନ୍ତୁ ଜାଣିବା

ପଢନ୍ତୁ, ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

Related posts

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ

Krishna Kumar Manoj

ବ୍ରେନ୍ ଟ୍ୟୁମର ପାଇଁ ହୋଇପାରେ ହୃଦ୍ ଘାତ ! ଜାଣନ୍ତୁ ଏହାର ଲକ୍ଷଣ

Krishna Kumar Manoj

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More