VASTU

ହୋଲି ଦିନ କରନ୍ତୁ ଏହି କାମ ଘରେ ସୁଖଶାନ୍ତିର ଅଭାବ ରହିବ ନାହିଁ

ହୋଲି ବା ରଙ୍ଗ ଖେଳ ଏକ ସମ୍ମାନର ପ୍ରତୀକ। ହୋଲି ଦିନ କଣ କଲେ ଭଗବାନ ଖୁସି ହୋଇ ସୁଖଶାନ୍ତି ଭରି ଦିଅନ୍ତି ଜାଣନ୍ତୁ ସେ ସମ୍ପର୍କରେ……..

୧) ଜ୍ୟୋତିଷଶାସ୍ତ୍ର ଅନୁସାରେ ହୋଲି ଖେଳିବା ପୂର୍ବରୁ ରଙ୍ଗ ପ୍ରଥମେ ଇଷ୍ଠଦେବୀ ପିତୃଗଣଙ୍କୁ ଲଗାଇଲେ ଶୁଭ। ହୋଲି ଦିନ ଏମାନଙ୍କୁ ରଙ୍ଗ ଲଗାଇ ସୁଖ ଓ ସମୃଦ୍ଧି ପାଇଁ ଆଶୀର୍ବାଦ  ନିଅନ୍ତୁ।

୨) ହୋଲି ଦିନ ସକାଳୁ ପ୍ରଥମେ ସ୍ନାନ କରନ୍ତୁ। ଏହାପରେ ରଙ୍ଗ ଦେବୀ ଦେବତାଙ୍କୁ  ଲଗାନ୍ତୁ। ପରିବାରର ସୁଖ ଶାନ୍ତି ବଜାୟ ରହିବ।

୩) ହୋଲିରେ ଠାକୁରଙ୍କୁ ଲଗାଇଥିବା ବଳକା ରଙ୍ଗରେ ଗୋଟେ ଚାନ୍ଦି ଟଙ୍କା   ରଖି ଲାଲ କପଡାରେ ମଣିବନ୍ଧରେ ବନ୍ଧନତୁ। ଏହାଦ୍ବାରା ଧାନ ଲାଭ ହେବ।

୪) ଜ୍ୟୋତିଷଶାସ୍ତ୍ର ଅନୁସାରେ ହୋଲିରେ  ମାତା ପିତା ଓ ଗୁରୁଜନମାନଙ୍କ ପାଦରେ ରଙ୍ଗ ଦେଇ ଆଶିଷ ନେଲେ ପରିବାରରେ ସର୍ବଦା ସୁଖଶାନ୍ତି ବାସ କରିବା।

୫)  ହୋଲି ଦିନ ଘରକୁ ଅତିଥି  ଆସିଲେ ତାଙ୍କୁ ଖାଇବାକୁ ଦିଅନ୍ତୁ ଏହାଦ୍ବାରା ଭାଗ୍ୟ ଉଜ୍ଜ୍ଵଳ ହେବା ସହ ମାତାଲକ୍ଷ୍ମୀ ପ୍ରସନ୍ନ ହେବେ।

ପଢନ୍ତୁ: ଏହି ହୋଲିରେ ଆସନ୍ତୁ ହର୍ବାଲ ଅବିରରେ ଖେଳିବା ହୋଲି

Related posts

ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ !

ENO Beuro

Leave a Comment