LIFESTYLE

ରାତିରେ ଖଟା ଖାଦ୍ୟକୁ କ’ଣ ପାଇଁ ଖାଇବାକୁ ମନା କରାଯାଏ , ଜାଣନ୍ତୁ ଏହାର କାରଣ ?

ଖଟା ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଆପଣ ଜାଣିଛନ୍ତି କି ରାତିରେ ଖଟା ଖାଦ୍ୟକୁ ଖାଇବାକୁ ବାରଣ କରାଯାଇଥାଏ । କାରଣ ରାତିରେ ଖଟା ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ହେବାର ଆଶଂକା ଅଧିକ ଥାଏ । ଏଥିରେ ଥିବା ଅମ୍ଳ ତତ୍ୱ ଆମ ଶରୀରକୁ ଅସୁସ୍ଥ କରିଦିଏ । ଏହା ଦ୍ଵାରା ଦେହ ଖରାପ ମଧ୍ୟ ହୋଇଥାଏ ।

କେଉଁ ଖଟା ଜାତୀୟ ଖାଦ୍ୟଠାରୁ ରାତିରେ ଦୂରେଇ ରହିବେ ଜାଣନ୍ତୁ :-

ନାସପାତି – ନାସପାତିକୁ ରାତି ସମୟରେ  ଖାଆନ୍ତୁ ନାହିଁ । ଏହି  ଫଳରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ ଓ ଏହା ସହ  ଅମ୍ଳ ମଧ୍ୟ ଥାଏ । ତେଣୁ ଏହି ଦୁଇଟି ଯାକର ମିଶ୍ରଣ  ପେଟରେ ବିଷ ସୃଷ୍ଟି କରିଥାଏ ।

ଲେମନ ଟି – ଲେମନ ଟି ଠାରୁ ରାତି ସମୟରେ  ଦୂରେଇ ରୁହନ୍ତୁ । ଏହାକୁ ରାତିରେ ପିଇବା ଦ୍ୱାରା ହଜମ ଶକ୍ତିକୁ କମ କରିଥାଏ ।

ଆଚାର – ଆଚାରକୁ ରାତିରେ  ଖାଆନ୍ତୁ ନାହିଁ । ଏଥିରେ ଅଧିକ ମାତ୍ରାରେ ଅମ୍ଳ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ଲେମ୍ବୁ – ଲେମ୍ବୁକୁ  ମଧ୍ୟ ରାତିରେ ଖାଇବା ମନା । କାରଣ ଏହା ଅମ୍ଲରେ ଭରପୁର ଅଟେ  ଓ  ଆମ ହଜମ କ୍ରିୟା ଉପରେ ପ୍ରଭାବ ପକାଇ ଥାଏ ।

ରାତିରେ ଖଟା ଖାଦ୍ୟକୁ କ’ଣ ପାଇଁ ଖାଇବାକୁ ମନା କରାଯାଏ , ଜାଣନ୍ତୁ ଏହାର କାରଣ ? ACHARA

ପଢନ୍ତୁ ;

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

Related posts

ରୁପି ଜନିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଲେମନ-କୋକୋନଟ ଅଏଲ”

ENO Beuro

ପ୍ରତିଦିନ ଭୋଜନ ପରେ ଖାଇଲେ “ଗୁଡ” ମିଳିବ ଏହି ଲାଭ ! ଜାଣନ୍ତୁ ?

ENO Beuro

କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନାର ରହିଛି ଗୁରୁତ୍ଵପୂର୍ଣ ଭୂମିକା ! ଜାଣନ୍ତୁ କଣ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More