କଥା କଥାରେ କାନ୍ଦୁଥିବା ଝିଅଙ୍କ ପାଖରେ ରହିଥାଏ ଏହି ସବୁ ଗୁଣ !

girl

ଆପଣ ଲଖ୍ୟ କରିଥିଲେ କିଛି ଝିଅମାନେ କଥା କଥାରେ କାନ୍ଦିଥାନ୍ତି । କାରଣ ଅଧିକ କାନ୍ଦୁବା ଏହି ଝିଅମାନଙ୍କ ସ୍ୱଭାବ । ଖାସ କରି ଏହି ଝିଅମାନେ ଶାନ୍ତ ଓ ଟିକେ ଲାଜୁଆ ଥାଆନ୍ତି। ବେଳେ ବେଳେ ବହୁତ ଛୋଟ ଛୋଟ କଥାରେ ସେମାନେ କାନ୍ଦି ପକାନ୍ତି । ଏମିତି ଝିଅମାନେ ମନରୁ କମଜୋର ନଥାନ୍ତି । ବିଜ୍ଞାନ କହେ ବେଶୀ କାନ୍ଦିଲେ ଦେହ ଭଲ ରହେ, ମନ ହାଲ୍କା ହୁଏ ଏବଂ ମସ୍ତିସ୍କ ଶାନ୍ତ ରହେ ।

ତେବେ ଆସନ୍ତୁ ଜାଣିବା ଅଧିକ କାନ୍ଦୁଥିବା ଝିଅଙ୍କର କିଛି ବିଶେଷ ଗୁଣ ସମ୍ପର୍କରେ-

ଅଧିକ କାନ୍ଦୁଥିବା ଝିଅମାନେ ଅନ୍ୟର ମନ କଥାକୁ ଭଲ ଭାବରେ ବୁଝିପାରନ୍ତି । ସ୍ୱାମୀଙ୍କ ପରିବାର ସହିତ ହସ ଖୁସିରେ ଚଳି ପାରନ୍ତି । ଏହି ଝିଅମାନେ ସର୍ବଦା ଶାନ୍ତ ସ୍ୱଭାବ ହେବା ସହିତ ଭଲ ବନ୍ଧୁଟିଏ ମଧ୍ୟ ହେଇପାରନ୍ତି।

girl

ମୁଖ୍ୟ କଥା ହେଲା ଏମାନେ କାଳ୍ପନିକ ଦୁନିଆରେ ନ ଉଡ଼ି ବାସ୍ତବ ଜୀବନରେ ଚାଲିବାକୁ ପସନ୍ଦ କରନ୍ତି । ସବୁବେଳେ ଏମାନେ ବ୍ୟବସ୍ଥିତ ଓ ଅନୁଶାସନ ଜୀବନକୁ ପସନ୍ଦ କରିଥାନ୍ତି ।

ଅଧିକ କାନ୍ଦୁଥିବା ଝିଅମାନେ ଅନ୍ୟର ଅନୁଭବ କିମ୍ବା ମନର କଥାକୁ ଭଲ ଭାବରେ ବୁଝିପାରନ୍ତି । ନିଜ ସ୍ୱାମୀ ଓ ଶାଶୁଘରେ ଅନ୍ୟ ସଦସ୍ୟଙ୍କ ସହ ହସ ଖୁସିରେ ଚଳି ପାରନ୍ତି । ଏହି ଝିଅମାନେ ସର୍ବଦା ଶାନ୍ତ ସ୍ୱଭାବର ହେବା ସହିତ ଭଲ ବନ୍ଧୁଟିଏ ମଧ୍ୟ ହେଇପାରନ୍ତି।

ପଢନ୍ତୁ; ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More