News

ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ୩ ହଜାର ୮ ଶହ ୮୦ ମିଟର ଉଚ୍ଚ ଗୁମ୍ପା ଯାଏ ଯିବେ ଲୋକେ । ସିଆର୍‌ପିଏଫ୍, ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସ ବିଭିନ୍ନ ଅଞ୍ଚଳର ତଦାରଖ କରିବେ। ପ୍ରଥମ ଥର ପାଇଁ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଗଠନ କରାଯାଇଛି ବାଇକ୍ ସ୍କ୍ୱାଡ । ଗତବର୍ଷ ଜୁଲାଇ ୧୦ ତାରିଖରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିଲେ।

ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା 1845825596201825058153

ପଢନ୍ତୁ : ଆସନ୍ତା ୪୮ ଘଣ୍ଟା ଯାଏଁ ତୁହାକୁ ତୁହା ଲାଗି ରହିବ ପ୍ରବଳ ବର୍ଷା

Related posts

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

ENO Beuro

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

ENO Beuro

ଦିଲ୍ଲୀରେ ପ୍ରବଳ ବର୍ଷା:ଅନେକ ଅଞ୍ଚଳ ଜଳମଗ୍ନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More