News

୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

weather report

ଗରମ ଜନଜୀବନ ଅସ୍ତବ୍ୟସ୍ତ କରିଦଉଥିବାବେଳେ ପାଣି ପାଗ ସୂଚନା  ବିଭାଗ ତରଫରୁ ଆସିଛି ଖୁସି ଖବର। ଆଜିଠାରୁ ୧୬ ଯାଏ ଓଡିଶାରେ କିଛି ଜାଗାରେ ଘଡଘଡି ସହ ବର୍ଷା  ପବନ ହେବାର ସମ୍ଭାବନା ରହିଛି। କିଛିଦିନରେ ଓଡିଶାର କିଛି ଅଞ୍ଚଳର ତାପମାତ୍ରା ୩୯ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ବରରେ ତାପମାତ୍ର ୩୭ ଡିଗ୍ରୀ ପରେ ରହିଥିଲା।

କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା  ପଶ୍ଚିମ  ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ୧୩ରେ ସୁନ୍ଦରଗଡ଼ ଓ ୧୪ରେ ଉତ୍ତର,ଅଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୀରୁ ପାର୍ଥୀ ହେଇପାରନ୍ତି: ଅରୁଣ ସିଂ

Related posts

କେରଳରେ ବର୍ଷା ବିତ୍ପାତ

Ratnamani Moharana

ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ନିର୍ଦ୍ଦେଶ

ENO Beuro

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

Leave a Comment