Loading...

ଏହି ୩ଟି ନାମ ବାଲା ଝିଅ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ଜାଣନ୍ତୁ କିପରି

ଏହି ୩ଟି ନାମ ବାଲା ଝିଅ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ଜାଣନ୍ତୁ କିପରି

ବ୍ୟକ୍ତି ନିଜର ଜୀବନରେ ସଫଳତା ହାସିଲ୍ କରିବ କି ନାହିଁ ଏହା ତାର ରାଶିରୁ ଜଣା ପଡିଥାଏ , କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ବି ବ୍ୟକ୍ତିର ବିଷୟରେ ବହୁତ କିଛି କହିଦେଇଥାଏ

ବ୍ୟକ୍ତି ନିଜର ଜୀବନରେ ସଫଳତା ହାସିଲ୍ କରିବ କି ନାହିଁ ଏହା ତାର ରାଶିରୁ ଜଣା ପଡିଥାଏ , କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ବି ବ୍ୟକ୍ତିର ବିଷୟରେ ବହୁତ କିଛି କହିଦେଇଥାଏ , ଯଦି ଆପଣ ନିଜ ଜୀବନସାଥୀର ନାଁ ନିଜ ଇଚ୍ଛା ଅନୁସାରେ ବାଛି ବାକୁ ଚାହୁଁଛନ୍ତି ତେବେ ଏହି ଅଭ୍ୟାସଗୁଡିକ ଜାଣିନିଅନ୍ତୁ , ଯାହା ଦ୍ୱାରା ଆପଣଙ୍କ ଆସୁଥିବା ଭବିଷ୍ୟତ ଭଲ ଭାବେ କଟିପାରିବ । ଶାସ୍ତ୍ରନୁସାରେ କିଛି ନାଁ ଲୋକେ ଭାଗ୍ୟଶାଳି ହୋଇଥାନ୍ତି , ଏମାନଙ୍କ ଜୀବନରେ ସୁନ୍ଦରତା ଆସିଯାଏ , କିନ୍ତୁ ଯେବେ ଏମାନଙ୍କ ବାହାଘର ହୋଇଥାଏ , ତେବେ ତାଙ୍କ ଜୀବନରେ ଖୁସିରେ ଭରିଯାଇଥାଏ , ଆସନ୍ତୁ ଆଜି ଆମେ ଆମ ଲେଖ ମାଧ୍ୟମରେ ସେହି ୩ ନାଁ ଥିବା ଝିଅଙ୍କ ବିଷୟରେ ସୁଚନା ଦେବୁ , ଯାହାଙ୍କର ଭାଗ୍ୟ ବଦଳିବାର ଅଛି ।

P ନାଁ ଥିଲା ବାଲା ଝିଅ : ଯେଉଁ ଝିଅ ମାନଙ୍କର ନାଁ P ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ବହୁତ ଜଲଦି ରାଗିଯାଆନ୍ତି ,  ବହୁତ ଜଲଦି ମାନି ବି ଯାଆନ୍ତି , ଏମାନଙ୍କ ମଧ୍ୟରୁ ବହୁତ ଜୀବନ ସାଥୀ ବହୁତ ଅସୁବିଧାରେ ମିଳନ୍ତି , ଏମାନଙ୍କ ଜୀବନ ସାଥୀ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି , ଏମାନଙ୍କ ମନୋବଳ ବହୁତ ମଜବୁତ ଥାଏ , ଓ ଏହି ନାଁର ଝିଅମାନେ ନିଜ ପରିବାର ସହ ଭଲ ଭାବେ ଧ୍ୟାନ ରଖନ୍ତି , ଓ ଥରେ ଯେଉଁ କଥାକୁ ସେ ନିଷ୍ପତ୍ତି ନେଇଯାଆନ୍ତି , ତେବେ ତାକୁ ନିଜ ପ୍ରାଣବଳେ ନିଭାଈଥାନ୍ତି , ଓ ସେ ନିଜ ଜୀବନସାଥୀଙ୍କୁ ଖୁସିରେ ରଖିବାପାଇଁ ଚେଷ୍ଟା କରନ୍ତି , ଭଲ ଖରାପ ଜିନିଷ ଉପରେ ଏମାନେ ଦାୟିତ୍ୱ ରଖନ୍ତି , ଏହି ନାଁ ବାଲା ଝିଅ ବାହା ହେବା ଏକ ଭାଗ୍ୟର କଥା ହୋଇଥାଏ ।


R ନାଁ ଥିଲା ବାଲା ଝିଅ : ଯେଉଁ ଝିଅମାନଙ୍କର ନାଁ R ନାଁରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଭଲ ସ୍ୱଭାବର ଝିଅ ହୋଇଥାନ୍ତି , ସେମାନେ ନିଜ କଥାବାର୍ତ୍ତାରେ ଲୋକଙ୍କୁ ଆକର୍ଷୀତ କରିଦିଅନ୍ତି , ଏହି ନାଁ ବାଲା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ସେମାନେ ନିଜ ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଓ ତାଙ୍କର ଖୁସିପାଇଁ ସବୁ କିଛି କରିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତି।

S ନାଁ ଥିଲା ବାଲା ଝିଅ : ଯେଉଁ ଝିଅମାନଙ୍କର ନାଁ S ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ହୃଦୟ ପାଣି ଭଳି ସଫା ଓ ମନ ନିର୍ମଳ ହୋଇଥାଏ । ଏହି ଝିଅମାନଙ୍କର ସହ ଯେବେ କାହାର ବିବାହ ହୋଇଥାଏ । ସେମାନେ ଭାଗ୍ୟବାନ ପ୍ରମାଣିତ ହୋଇଥାନ୍ତି  ସେମାନେ ନିଜ ଜୀବନ ସାଥୀଙ୍କ ପ୍ରତି ଇମାନଦାର୍ ହୋଇଥାନ୍ତି , ସେମାନେ ନିଜ ଜୀବନ ସାଥୀଙ୍କୁ କେବେ ଧୋକା ଦିଅନ୍ତି ନାହିଁ , ଓ ସବୁ କଥା ତାଙ୍କ ସହ ସେୟାର୍ କରିଥାନ୍ତି , ଯଦି ଆପଣଙ୍କ ଜୀବନରେ ଏମିତି ଝିଅ କେବେ ଆସନ୍ତି ତେବେ କେବେ ମନା କରିବେ ନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.