News

ଅଭିନନ୍ଦନଙ୍କୁ ୩ ମାସ ମନା ଫାଇଟର୍ ଜେଟ୍

2019_3image_15_55_254762000ccc-ll

ୱିଙ୍ଗ କମାଣ୍ଡର ଅଭିନନ୍ଦନ  ପାକିସ୍ତାନ ଛାଡିବା ପରେ ସମସ୍ତଙ୍କ ନଜର ସେ ପୁଣି ବାୟୁସେନାରେ କେବେ ଯୋଗ ଦେବେ। ବାୟୁସେନାର ନିୟମ ଅନୁସାରେ ବାୟୁସେନାରେ ଯୋଗଦେବା ପୂର୍ବରୁ କିଛି ଟେଷ୍ଟ କରିବାକୁ ପଡେ ଏହି ପ୍ରକିୟାରେ କମ୍ ସେ କମ୍ ତିନି ମାସ କିମ୍ବା ତାହା ଠାରୁ ଅଧିକା ସମୟ ଲାଗିପାରେ। କୌଣସି ବିମାନ ଅଧିକାରୀ ଆଘାତ ହେଲେ ତାଙ୍କର ପୁରା ଶାରୀରିକ ସୁସ୍ଥତା ନଆସିବା ଯାଏଁ ସେ ବିମାନ ଉଡାଇ  ପାରିବେନାହି ବୋଲି କହିଛନ୍ତି ବାୟୁସେନା ଅଧିକାରୀ।

ପାକିସ୍ତାନ ଫେରିବା ପରେ ତାଙ୍କର ଚେକଅପରୁ ସେ ଭଲ ନଥିବା ଜଣାପଡିଥିଲା ତେଣୁ ତାଙ୍କୁ ଯୁଦ୍ଧ ବିମାନ ଉଡାଇବାକୁ ଦିଆଯାଉଛି ନା ୩ ମାସର ବିରତି  ଦିଆଯାଉଛି ତାହା ଆଉ କିଛି ଦିନର ଅପେକ୍ଷା ପରେ ସ୍ପଷ୍ଟ ହୋଇଯିବ। ଯଦି ସେ ଫିଟ ନାହାନ୍ତି ବୋଲି ଜଣାପଡେ ତେବେ ତାଙ୍କ ଜାଗାରେ ଆଉ ଜଣକୁ ନିଯୁକ୍ତି ଦିଆଯିବ।
ପଢନ୍ତୁ; ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ : ରାଜନୀତି ପାଇଁ ଦେଶକୁ ଦେଶକୁ ଦୁର୍ବଳ କରନି

Related posts

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

ENO Beuro

ସୁସମାଙ୍କ ବିମାନ ୧୪ ମିନିଟ୍ ଗାଏବ !

ENO Beuro

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

ENO Beuro

Leave a Comment