News

ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବଦଳିବ ପୁରା ନକ୍ସା

Setu 2 (1)

ପୁରୀ ବିଶ୍ୱ ଐତିହ୍ୟ ନଗରୀ ଅଗ୍ରଗତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।  ଲୋକସେବା ଭବନଠାରେ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ପ୍ରକଳ୍ପ ହେଲା, ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ।

ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ହେବ ରଘୁନନ୍ଦନ ଲାଇବ୍ରେରୀ। ରଘୁନନ୍ଦନ ଲାଇବ୍ରେରୀ ବିକଶିତ ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଜଗନ୍ନାଥ ସଂସ୍କୃତିର ପୁନର୍ବିନ୍ୟାସ ପାଇଁ ଏକ ଏକ୍ସପର୍ଟ ଟିମ୍ ଗଠନ କରାଯିବ।

 

 

ପଢନ୍ତୁ: ବଙ୍ଗୋପସାଗରରେ ଲଘୁଚାପ ! ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା

Related posts

ଏଫ-୧୬ ସମ୍ପର୍କରେ ତଥ୍ୟ ଦେବନି ଆମେରିକା

Ratnamani Moharana

ସାବଧାନ ପାକିସ୍ତାନ! ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

ENO Beuro

ବଦଳିଲା ପ୍ୟାନ ଓ ଆଧାର କାର୍ଡର ୧୦ଟି ନିୟମ

Ratnamani Moharana