Bollywood

ଆଗାମୀ ସିନେମା “ଠଗ୍ସ ଅଫ୍ ହିନ୍ଦୋସ୍ତାନ୍” ନୂଆ ଅବତାର ପାଇଁ ଅମିର ଖାନ ଚର୍ଚ୍ଚାରେ

ଠଗ୍ସ ଅଫ୍ ହିନ୍ଦୋସ୍ତାନ୍:

ଆମୀର୍ ଖାନ୍ ସବୁବେଳେ ତାଙ୍କ ସିନେମା ର କାହାଣୀ ଏବୋଂ ଚରିତ୍ର କୁ ନେଇ ଚର୍ଚାରେ ରହିଥାନ୍ତି। ସମସ୍ତେ ଆଗୋଚର ଯେ ରିଲରେ ନିଜ ଚରିତ୍ରକୁ ସଂପୂର୍ଣ୍ଣ ଜୀବନ୍ତ କରିବାକୁ ଆମୀର୍ ରିୟଲରେ କରିଥାନ୍ତି ଅନେକ ପରିଶ୍ରମ । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୁପରହିଟ୍ ସିନେମା ଦଙ୍ଗଲ, ପିକେ ଏବୋଂ ଆହୁରି ଅନେକ ସିନେମାରେ । ଆଉ ଏବେ ପୁଣି ଥରେ ଆମୀର୍ ନିଜ ଆଗାମୀ ସିନେମା “ଠଗ୍ସ ଅଫ୍ ହିନ୍ଦୋସ୍ତାନ୍”ର ନୂଆ ଅବତାର ପାଇଁ ଚର୍ଚ୍ଚାରେ ।

ସିନେମାରେ ରିୟଲ୍ ଲୁକ୍ ଆଣିବା ପାଇଁ ନିଜ ନାକ ଏବଂ କାନ ଫୋଡାଇଛନ୍ତି ଆମୀର୍ ଖାନ୍ । ନାକ, କାନ ଫୋଡାଇବା ର କଷ୍ଟ ଜାଣି ମଧ୍ୟ ନିଜ ଚରିତ୍ରକୁ ନ୍ୟାୟ ଦେବା ପାଇଁ ଆମୀର୍ ଏହି ପଦକ୍ଷେପ ନେଇଛନ୍ତି । ଆହୁରି ମଧ୍ୟ ନିଜର ଓଜନ ୧୮ କିଲୋ କମେଇଛନ୍ତି।

ବଲିଉଡର ଏକ ଐତିହାସିକ ସିନେମା ହେ।ବାକୁ ଯାଉଛି ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ । କାରଣ ଏଥିରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଦୁଇ ସୁପରଷ୍ଟାର୍ ଅମିତାଭ୍ ବଚ୍ଚନ ଏବଂ ଆମୀର୍ ଖାନ୍ । ତାଙ୍କ ଛଡା କାଟ୍ରିନ କେଫ ଏବୋଂ ଡାଙ୍ଗଲ ନାୟିକା ଫତିମା ସାନା ଶେଖ ପ୍ରମୁଖ ଅଛନ୍ତି।

ବିଜୟ କୃଷ୍ଣ ଆଚାର୍ୟ ଙ୍କ ଦ୍ଵାରା ନିର୍ଦେଶିତ ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ତାନ୍ କୁ ସିନେ ପ୍ରେମୀ ମାନେ ବଡ ଉତ୍ସ୍ତାହ ର ସହ ଅପେକ୍ଷା କରିଛନ୍ତି।

ଆଗାମୀ ସିନେମା "ଠଗ୍ସ ଅଫ୍ ହିନ୍ଦୋସ୍ତାନ୍" ନୂଆ ଅବତାର ପାଇଁ ଅମିର ଖାନ ଚର୍ଚ୍ଚାରେ

 

ଜାଣନ୍ତୁ ନିରମାନଧିନ ଓଡିଆ ସିନେମା ଶକ୍ତି.

Related posts

Abhay Deol And Patralekhaa Are Teaming Up For A Movie “Nanu Ki Jaanu”

ENO Beuro

Bollywood Actress Mandira Bedi Joined In Prabhas’s Saaho Team

ENO Beuro

Priyanka Chopra Added Her Name In Forbes 100 Most Powerful Women List

ENO Beuro

Leave a Comment