Loading...

ଆଜି କାଳବୈଶାଖୀ ପାଇଁ କେତେକ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ

ଆଜି କାଳବୈଶାଖୀ ପାଇଁ କେତେକ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ

ଏବେ ତାତିରୁ ମିଳିବନି ନିସ୍ତାର। ୨୧ ତାରିଖ ପର୍ଯ୍ୟନ୍ତ ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା।

ଏବେ ତାତିରୁ ମିଳିବନି ନିସ୍ତାର। ୨୧ ତାରିଖ ପର୍ଯ୍ୟନ୍ତ ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା। ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିବ ନାହିଁ। ତେବେ ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ,ଗଜପତି, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.