News

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଦିଲ୍ଲୀରେ ଅସୁସ୍ଥ

ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା  ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ  ଛାତିରେ ଯନ୍ତ୍ରଣା  ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ମ୍ୟାକ୍ସ୍‍ ହସ୍‌ପିଟାଲ୍‌  ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।ଆଉ ଦୁଇ ଦିନ  ପାଇଁ ଚିକିତ୍ସା ଜାରି ରହିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

 

ଏପ୍ରିଲ୍‌ ୬ ତାରିଖରେ ଶେଷ ହୋଇଥିବା ଗ୍ଲୋବାଲ୍‌ ଲର୍ଣ୍ଣିଙ୍ଗ୍‌  କନ୍‌ଫରେନ୍‌ସ୍‌ରେ ଯୋଗ ଦେବା ନିମନ୍ତେ ଦଲାଇ ଲାମା ଦିଲ୍ଲୀରେ ଅବସ୍ଥାନ କରୁଥିଲେ। ସୋମବାର ଦିନ ସେ ନୂଆ ଦିଲ୍ଲୀରୁ ଧରମଶାଳା ଫେରି ଯାଇଥିଲେ।  ଗତ ରାତିରେ ଅସୁସ୍ଥତା  ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପଢନ୍ତୁ: କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା ଦେଲା ସୁପ୍ରିମକୋର୍ଟ: ରାଫେଲ୍ ମାମଲାରେ ପୁଣି ଥରେ ହେବ ଶୁଣାଣି

Related posts

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ENO Beuro

କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା ଦେଲା ସୁପ୍ରିମକୋର୍ଟ: ରାଫେଲ୍ ମାମଲାରେ ପୁଣି ଥରେ ହେବ ଶୁଣାଣି

Ratnamani Moharana

Leave a Comment