27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

କୋଣାର୍କ ବୁଲିନପାରି ଫେରିଲେ ହଜାର ହଜାର ପର୍ଯ୍ୟଟକ , ଟିକେଟ୍ ନମିଳିବାରୁ କୋଣାର୍କ ଭିତରକୁ ଯାଇପାରୁନାହାନ୍ତି ପର୍ଯ୍ୟଟକ ।ଆଜି ସକାଳୁ ପାଖାପାଖି ୧୦ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନରେ ଆସିଥିବା ସମୟରେ ପର୍ଯ୍ୟଟକଙ୍କ ପାଇଁ ରହିଥିବା ନିୟମ ଅନେକଙ୍କୁ ନିରାଶ କରିଛି । ଯାହାଫଳରେ ସୁରକ୍ଷା କର୍ମୀ ଓ ପର୍ଯ୍ୟଟକ ମୁହାଁମୁହିଁ ହୋଇଛନ୍ତି ।

ଏବେ ଏକ୍ସମାସ ହଲିଡେ ହୋଇଥିବାରୁ କୋଣାର୍କରେ ଆଜି ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ଗୋଟିଏ ଥରରେ ଦୁଇ ଶହ ଲୋକ ଭିତରକୁ ଛାଡିବାର ବ୍ୟବସ୍ଥା ରହିଛି ।ପ୍ରଶ୍ନ ଉଠୁଛି ପର୍ଯ୍ୟଟନ ଋତୁ ସମୟରେ ଲୋକଙ୍କର ଭିଡକୁ ଦେଖି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉ ନାହିଁ କାହିଁକି । ଯଦି ଏଭଳି ଭିଡ ହେଉଛି ତେବେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଉନାହିଁ କାହିଁକି ।

ପଢନ୍ତୁ; ଟାଟା ହାତରେ ସେସୁ

 

Related posts

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

Ratnamani Maharana

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More