Events And Parties

Audio Release party of Odia movie “Tiger”

Tiger oriya movie

ଓଡିଆ ସିନେମା ଟାଇଗରର ଅଡିଓ ରିଲିଜ ପାର୍ଟି ୨୮ ମାର୍ଚ ୨୦୧୬ ରେ ଭୁବନେଶ୍ଵର ସ୍ଥିତ ହୋଟେଲ ମେଫେୟାରରେ ହୋଇଯାଇଛି।  ଏହି ଅବସରରେ ଓଡିଶା ସିନେ ଜଗତର ବହୁ ପ୍ରତିଷ୍ଟିତ କଳାକାର ଯୋଗ ଦେଇଥିଲେ । ମୁମ୍ବାଇରୁ ହିନ୍ଦୀ ଚଳଚିତ୍ର ଜଗତର ନାଇକା ଉର୍ମିଲା ମାତୁଣ୍ଡକର ମୁଖ୍ୟ ଆକର୍ଷଣ ରୂପେ ଯୋଗ ଦେଇଥିଲେ |  ଟାଇଗର ସିନେମାର ମୁଖ୍ୟ କଳାକାର ଅମ୍ଳାନଙ୍କ ସହିତ ଦୀପିକା, ଭୂପତି, ମ୍ୟୁଜିକ ଡାଇରେକ୍ଟୋର ଗୁଡୁଳି ରଥ, ଡିରେକ୍ଟର ଦିଲୀପ ପଂଡାଙ୍କ ସହିତ ଦିଲ୍ଲୀରୁ ଆସିଥିଲେ ଟାଇଗରର ମୁକେଶ କପୁର | ନାଚଗୀତର ସହିତ ବହୁ ଧୂମ ଧାମରେ ଉନ୍ମୋଚନ ହୋଇଥିଲା ଏହି ଟାଇଗରର ଅଡିଓ ରିଲିଜ ପାର୍ଟି |

See more update of odia movie-news

 

Related posts

୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ

ENO Beuro

Bringing Glory For The State 4 Odias Have Won The 64th National Film Awards

ENO Beuro

“Kehi Nuhen Kahara” Odia Movie Bagged Seven State Film Awards

Jitendra

1 comment

Leave a Comment