News

ସାତକୋଶିଆରେ ବାଘ ‘ମହାବୀର’ର ମୃତ୍ୟୁ

tiger

ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ମହାବୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଣ୍ଡରେ ଇନଫେକ୍ସନ କାରଣରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନୁଗୁଳ ସାତକୋଶିଆ ଜଙ୍ଗଲରୁ ବାଘ ମହାବୀରର ମୃତଦେହ ଉଦ୍ଧାର କରାଯାଇଛି ।

tiger

ବାଘକୁ ମାରିଲା କିଏ? ହୁଏତ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ ଶିକାରୀର ଶିକାର ବନିଲା ନା ଭିନ୍ନ କିଛି କାରଣ ରହିଲା । ହେଲେ ବନ ବିଭାଗ କିନ୍ତୁ ଏହି ହତ୍ୟାର ଅପବାଦରୁ ମୁକୁଳି ପାରିବ ନାହିଁ । ବିନା କୈାଣସି ପ୍ରସ୍ତୁତି ଆଉ ବ୍ୟବସ୍ଥା ବିନା ନିଆଯାଇଥିବା ଏହି ପଦକ୍ଷେପ ଶେଷରେ ସାତକୋଶିଆର ସ୍ୱପ୍ନକୁ ବି ମାରିଦେଇଛି।

ସୂଚନାଯୋଗ୍ୟ,ଗତ ଜୁନ୍‌ ୪ ତାରିଖରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ କାହ୍ନା ଅଭୟାରଣ୍ୟରୁ ଆସିଥିଲା ମହାବଳ ମହାବୀର । ଏହାପରେ ବାଘୁଣୀ ସୁନ୍ଦରୀକୁ ବି ଅଣାଯାଇଥିଲା । ଏବେ ମହାବୀରର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ସଂରକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଢନ୍ତୁ;ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ENO Beuro

ସାଲେପୁର ଦୁଷ୍କର୍ମ ମାମଲା : ଆଖି ବୁଜିଲେ ସାଲେପୁର ପୀଡ଼ିତା 

ENO Beuro

ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ

ENO Beuro

Leave a Comment