25 C
Bhubaneswar
October 25, 2020
EnewsOdia.Com
ମନୋରଞ୍ଜନ

ହିରୋପନ୍ଥୀ ୨ କରିବେ ଟାଇଗର ଶ୍ରଫ୍

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଗତ ବର୍ଷ ବଲିଉଡକୁ ୱାର ଭଳି ବ୍ଲକବଷ୍ଟର ଆକ୍ସନ ଫିଲ୍ମ ଭେଟି ଦେବା ପରେ ଚଳିତ ବର୍ଷ ବାଗୀ-୩ ଭଳି ଆକ୍ସନ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ହିରୋପନ୍ଥୀ ୨ର ଦୁଇଟି ପୋଷ୍ଟର ରିଲିଜ୍ ହୋଇଛି। ଏହି ପୋଷ୍ଟରରେ ଟାଇଗର ବନ୍ଧୁକ ଧରି ସୁଟ ବୁଟ୍ ପିନ୍ଧି ନଜର ଆସୁଛନ୍ତି। ତେବେ ଆକ୍ସନରେ ଭରପୂର ଏହି ଫିଲ୍ମ ୨୦୨୧ ଜୁଲାଇ ୧୬ରେ ରିଲିଜ୍ ହେବାକୁ ଯାଉଛି। ତେବେ ହିରୋପନ୍ଥୀ ୨ର ଟ୍ୟାଗ ଲାଇନ୍ ହେଉଛି ଦ ୱାର୍ଲ୍ଡ ୱାଣ୍ଟସ୍ ହିମ୍ ଡେଡ୍।

୨୦୧୪ରେ ଟାଇଗରଙ୍କ ହିରୋପନ୍ଥୀ ଆସିଥିଲା। ଏଥିରେ ତାଙ୍କ ସହ କୃତ୍ତି ସେନନ ଅଭିନୟ କରିଥିଲେ। ହିରୋପନ୍ଥୀ ୨ରେ ଅହମଦ ଖାନ ନିର୍ଦ୍ଦେଶନା ଦେବେ।

ପଢନ୍ତୁ: ‘ଇଣ୍ଟୁ ଦି ଓ୍ଵାଇଲ୍‌ଡ୍‌ ଓ୍ଵିଥ୍‌ ବେୟର୍‌ ଗ୍ରିଲ୍‌ସ୍‌’ରେ ସୁପର୍‌ ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରୋମୋ

Related posts

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More