EnewsOdia.Com

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଓଡ଼ିଶାର ଜଂଗଲ ଓ ପାଣିପାଗ ସହ ନିଜକୁ ଖାପ ଖୁଆଇ ପାରିଲାନି ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁସାରେ ବାଘୁଣୀ ସୁନ୍ଦରୀକୁ ମଧ୍ୟ ରଖାଗଲା ନାହିଁ । ଏବେ ନିଷ୍ପତ୍ତି ହୋଇଛି ଯେ, ଯେଉଁଠୁ ଆସିଥିଲା ବାଘୁଣୀ ସୁନ୍ଦରୀ, ସେଇଠିକୁ ଅର୍ଥାତ୍ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ସେ ଫେରିଯିବ । ମଧ୍ୟପ୍ରଦେଶର କାହ୍ନା ରିଜର୍ଭ ସେଣ୍ଟରର ଘରେଲା ସେଣ୍ଟରକୁ ଫେରିବ । ସାତକୋଶିଆ ଅଭୟାରଣ୍ୟରେ ବାଘ ସ୍ଥାନାନ୍ତର ପ୍ରକ୍ରିୟା ନେଇ NTCA କର୍ତ୍ତୃପକ୍ଷ ଉଦ୍‌ବେଗ ପ୍ରକାଶ କରଛନ୍ତି ।

ସାତକୋଶିଆର ବିକାଶ କରାଯାଉନଥିବାରୁ NTCA ଉଦବେଗ ପ୍ରକାଶ କରିଛି ।ବାଘୁଣୀଙ୍କୁ ରଖିବା ପାଇଁ SOP ପାଳନ କରାଯାଇନାହିଁ । ଏ ନେଇ ବାରମ୍ବାର NTCA କହିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଏହାକୁ ଗୁରୁତର ସହ ନେଇ ନାହିଁ । ଏଭଳି ପରିସ୍ଥିତିରେ ସୁନ୍ଦରୀଙ୍କୁ ରଖାଯିବନାହିଁ । ସୁରକ୍ଷା ପାଇଁ ସୁନ୍ଦରୀକୁ ଫେରାଇ ନିଆଯିବ ବୋଲି NTCA ନିର୍ଦ୍ଦେଶ ଦେଇଛି । ଏପଟେ ପରବର୍ତ୍ତ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାତକୋଶିଆ ବାଘ୍ୟ ସ୍ଥାନାନ୍ତର ପକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।
ପଢନ୍ତୁ: ଡେରିରେ ହେଲେ ବି ଫେରିଛି ଶୀତ, ଖସୁଛି ପାରଦ

ସମ୍ବନ୍ଧିତ ଖବର

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ

Ratnamani Maharana

ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

Ratnamani Maharana

ବିରଳ ମକା ଫଳାଇଲେ ଆନ୍ଧ୍ରପଦେଶର ଦୁଇ କୃଷକ

Ratnamani Maharana

ଭାରତ ବନ୍ଦ ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ

Ratnamani Maharana

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

Ratnamani Maharana