EnewsOdia.Com

୫୩ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବେ ତିଳୋତ୍ତମା

ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍‌ ମାନିଛି ବୟସ । ଯାହା ପ୍ରମାଣ କରି ଦେଖାଇଛନ୍ତି ୫୩ ବର୍ଷୀୟ ତିଳୋତ୍ତମା ପାତ୍ର । ଏ ବୟସରେ ବି ସେ ଦେଉଛନ୍ତୁ ମାଟ୍ରିକ୍‌ ପରୀକ୍ଷା । ପାରାଦୀପ ସ୍ଥିତ ନୂଆବଜାର ଅଞ୍ଚଳରେ ଝୁମ୍ପୁଡ଼ି ବସ୍ତିରେ ରହନ୍ତି ତିଳୋତ୍ତମା । ଆସନ୍ତାକାଲି ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏଥିପାଇଁ ସେ ଖୁବ୍‌ ପ୍ରସ୍ତୁତି କରିଛନ୍ତି । କୁଜଙ୍ଗ ବି.ବି ହାଇସ୍କୁଲରେ ପରୀକ୍ଷା ଦେବେ ତିଳୋତ୍ତମା ।

ଦ୍ୱିତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ତିଳୋତ୍ତମା ବିବାହ ପରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ୧୯୯୨ରେ ତତ୍‌କାଳିନ ବନ୍ଦର ଅଧୀକ୍ଷକଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ସାକ୍ଷରଣ ସମିତି ସହାୟତାରେ ଆରମ୍ଭ କରିଥିଲେ ପାଠପଢା । କାଲି ମାଟ୍ରିକ୍‌ ପରୀକ୍ଷା ଦେବାକୁ ବେସ୍‌ ଉତ୍ସାହିତ ଅଛନ୍ତି ତିଳୋତ୍ତମା ।

ପଢନ୍ତୁ: ଫେବୃଆରୀ ୨୫ରେ ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌

ସମ୍ବନ୍ଧିତ ଖବର

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

Ratnamani Maharana

ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ କୋଣାର୍କ ପାଳି

Ratnamani Maharana

କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana

ବିରଳ ମକା ଫଳାଇଲେ ଆନ୍ଧ୍ରପଦେଶର ଦୁଇ କୃଷକ

Ratnamani Maharana