VASTU

ମିଳିବ ନିଜ ମନ ପସନ୍ଦର ଜୀବନସାଥି! ଆପଣାନ୍ତୁ ଏହି ସହଜ ଉପାୟ

ଭଲ ଜୀବନସାଥି ପାଇବାକୁ ସମସ୍ତେ ଚାହିଁଥାନ୍ତି। ତେବେ ଆପଣ ମଧ୍ୟ ଜାଣିରଖନ୍ତୁ ନିଜ ମନ ପସନ୍ଦର ଜୀବନସାଥି ପାଇବାର କିଛି ସହଜ ଉପାୟ-

ବାସ୍ତୁ ଓ ଜ୍ୟେତିଷଶାସ୍ତ୍ର ଅନୁସାରେ, ବିବାହ ପାଇଁ ଇଛୁକ ଥିବା ପୁଅ ଏବଂ ଝିଅ ମାନଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉପାରେ ନଜର ହଟାଇବାକୁ ପଡିବ । ଏହାର କାରଣ ଏହାକି ଯେ, କଳା ରଙ୍ଗ ଶନି, ରାହୁ ଓ କେତୁ ଏହି ତିନୋଟି ରାଶିର ପ୍ରତିନିଧିତ୍ବ କରିଥାନ୍ତି ଯିଏ ବିବାହରେ ବାଧକ ସୃଷ୍ଟି କରିଥାନ୍ତି । ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ନା ପାରମ୍ପରିକ ବିବାହ ଦୁହିଁଙ୍କୁ ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ୍।

ବିବାହ ପାଇଁ ଇଛୁକ ଥିବା ବ୍ୟକ୍ତିଙ୍କୁ ନିଜ ଘରେ ଦକ୍ଷିଣ ଓ ପଶ୍ଚିମ ଦିଗରେ ଲାଲରଙ୍ଗର ଫୁଲ ଥିବା ପେଣ୍ଟ୍ ଲଗାଇବା ଉଚିତ୍।

ବିବାହ ପାଇଁ ଇଛୁକ ଥିବା ବ୍ୟକ୍ତି ସର୍ବଦା ଏହି କଥା ଉପରେ ଧ୍ୟନ ରଖିବା ଉଚିତ୍ କି ସେମାନଙ୍କୁ ବିବାହ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ଏପରି ବସାନ୍ତୁ ଯେପରି ସେମାନଙ୍କ ମୁହଁ ଘରର ଭିତର ଆଡକୁ ରହିବ।

ବିବାହର କଥାକରିବାକୁ ଆସିଥିବା ଲୋକଙ୍କର ମୁହଁ ବାହାରକୁ ହେବା ଦ୍ବାରା ବିବାହ ପକ୍କା ହେବାର ଚାନସ୍ ଖୁବ୍ କମଥାଏ । ଯେଉଁ ମାନଙ୍କର ଏହି ସମସ୍ୟା ଦେଖାଦେଉଛି ସେମାନେ ଏହି ସବୁପ୍ରତି ଧ୍ୟାନ ରଖନ୍ତୁ।

ଗୋଲାପ ଫୁଲ ଦେଉଥିଲେ ସାଥୀଙ୍କୁ ଭୁଲନ୍ତୁ ନାହିଁ ଫୁଲ ଦେବା ପୂର୍ବରୁ ସେଥିରୁ କଣ୍ଟା କାଢିବା ପାଇଁ କାରଣ ଫୁଲ ପ୍ରେମ ପ୍ରତିକ ହୋଇଥିବା ବେଳେ କଣ୍ଟା ସଂପର୍କରେ ଫାଟ ସୃଷ୍ଟି କରିଥାଏ।

ବିବାହ ପାଇଁ ଇଛୁକ ଥିବା ବ୍ୟକ୍ତି ମାନଙ୍କୁ ନିଜ ରୁମରେ ଗୋଲାପି, ହାଲକା ନୀଳ ଓ ଧଳା ଚମକିଲା ରଙ୍ଗ କରିବା ଉଚିତ୍।

ପଢନ୍ତୁ; କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ !

Related posts

ଶନିବାରେ କେଉଁ ସବୁ ଜିନିଷ କିଣିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ

ENO Beuro

ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

Ratnamani Moharana

ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ?

ENO Beuro

1 comment

Leave a Comment