Loading...

ସୁନ୍ଦର ଓ ଆକର୍ଷଣୀୟ ନଖ ପାଇବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ସୁନ୍ଦର ଓ ଆକର୍ଷଣୀୟ ନଖ ପାଇବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ଆଜିକାଲି ଝିଅମାନେ ବହୁତ ନଖ ବଢେଇବାର ସୌଖିନ ହେଉଛନ୍ତୁ।ସେମାନେ ବଜାରରେ ମିକୁଥିବା ନକଲି ନଖର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଯଦି ଏହି ନୁଷ୍କା ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହି ନକଲି ନଖର ଆବଶ୍ୟକ ପଡିବ ନାହିଁ।

ଆଜିକାଲି ଝିଅମାନେ ବହୁତ ନଖ ବଢେଇବାର ସୌଖିନ ହେଉଛନ୍ତୁ।ସେମାନେ ବଜାରରେ ମିକୁଥିବା ନକଲି ନଖର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଯଦି ଏହି ନୁଷ୍କା ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହି ନକଲି ନଖର ଆବଶ୍ୟକ ପଡିବ ନାହିଁ।ଏଥିରେ ଆମେ କେବଳ ୨ଟି ଜିନିଷର ବ୍ୟବହାର କରିବା।ସର୍ବପ୍ରଥମେ ହେଉଛି ରସୁଣ।ଆପଣ ୨ ରୁ ୩ ପାଖଡା ରସୁଣ ନେଇଯିବେ।ଏହାର ଏକ ଖାଲି ଛୋଟ ଜାଗା ନିଅନ୍ତୁ ଏବଂ ଦ୍ୱିତୀୟ ଜିନିଷ ଆମେ ଯାହା ବ୍ୟବହାର କରିବା ତାହା ହେଉଛି କଷ୍ଟର ତେଲ।

ପ୍ରସ୍ତୁତି ପ୍ରଣାଳୀ

 

ଅଧା ଚାମଚ ପାଖାପାଖି ଏହି ତେଲକୁ ଖାଲି ଜାଗାରେ ନେଇ ନିଅନ୍ତୁ।ଏହାକୁ ଆପଣ ୩ ରୁ ୪ ଦିନ ବ୍ୟବହାର କରିପାରିବେ।ଏହାପରେ ଆପଣଙ୍କୁ ସେହି ରସୁଣ ପାଖୁଡା ନବାର ଅଛି ଏବଂ ତାହାର ଭଲ ଭାବରେ ଚୋପା ଛଡାଇ ଦିଅନ୍ତୁ।ଏହାପରେ ଏହାକୁ ଉପରୁ ଛୁରୀ ସାହାଯ୍ୟରେ ଟିକେ କାଟି ଦେବାର ଅଛି।ଏହାପରେ ଆପଣ ଯେଉଁ ରସୁଣ ପାଖୁଡା ନେଇଥିଲେ ତାକୁ ସେହି ତେଲରେ ଡିପ କରି ଦିଅନ୍ତୁ।ଡିପ କଲା ପରେ ଆପଣଙ୍କୁ ଏହି ନୁଷ୍କାର ବ୍ୟବହାର କରିବାର ଅଛି ରାତିରେ ଶୋଇବା ପରେ।ଏହାପରେ ଯେଉଁଠି କିମ୍ବା ଯେଉଁ ଅଙ୍ଗୁଳିର ବି ନଖ ଆପଣ ବଢି଼ବାକୁ ଚାହୁଁଛନ୍ତି ସେଠି ଏହାକୁ ଲଗାନ୍ତୁ।

ଆପଣ କେଉଁ ପ୍ରକାରର ଲାଗେଇବେ।ଯେଉଁ ଡିପ କରାଯାଇଥିବା ରସୁଣ ନେଇଥିବେ ତାହାକୁ ସେହି ଅଙ୍ଗୁଳିର ନଖ ଉପରେ ଧୀରେ ଧୀରେ ଘସନ୍ତୁ।ଏହାକୁ ଯଦି ଆପଣ ୩ ରୁ ୪ ମିନିଟ ଏହି ପରି କରିବେ ତାହେଲେ ଆପଣଙ୍କ ନଖ ତ ବଢିବ ଏବଂ ଏହା ସହିତ ଆପଣଙ୍କ ନଖ ଯାହା ବାରମ୍ବାର ଭାଙ୍ଗିଯାଏ ସେହି ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ।ଆପଣ ଏହାକୁ ଏହି ଭାବରେ ପାଖାପାଖି ୨ ରୁ ୩ ମିନିଟ ଯାଏ ଭଲ ଭାବରେ ମାଲିସ କରିବାର ଅଛି ଏବଂ ସାଙ୍ଗମାନେ ଆପଣ ଏହାକୁ ଧୋଇବେ ନାହିଁ।ପୁରା ରାତି ଏହାକୁ ଆଙ୍ଗୁଳିରେ ରହିବାକୁ ଦିଅନ୍ତୁ।ସକାଳେ ଉଠି ଆପଣ ଟିକେ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ଭଲ ଭାବରେ ଏହାକୁ ଧୋଇଦିଅନ୍ତୁ।ସମ୍ଭବ ଯଦି ଆପଣ ଯେଉଁ ଲେମ୍ବୁର ଚୋପା ରହିଥାଏ ତାହା ଦ୍ୱାରା ମଧ୍ୟ ଆପଣ ଏହାକୁ ସଫା କରି ପାରିବେ।ସପ୍ତାହରେ ଲଗାତାର ଆପଣ ଏହାର ବ୍ୟବହାର କରନ୍ତୁ।ଆପଣ ଯଦି ଏହାକୁ ୭ ରୁ ୮ ଥର ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହାର ଯେଉଁ ରିଜଲ୍ଟ ମିଳିବ ତାହା ଆଶ୍ଚର୍ଯ୍ୟଜନକ ହେବ।

ପଢନ୍ତୁ: 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.