ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ସବୁ ମହିଳା ଚାହିଁଥାନ୍ତି କଳା ଘନ କେଶ । ଘରୋଇ ଉପଚାରରେ ମଧ୍ୟ ଘନକଳା କେଶ ପାଇପାରିବେ। ବଜାରରେ ମିଳୁଥିବା ରସାୟନିକ ରଙ୍ଗ କେଶକୁ ଖରାପ କରିଥାଏ। ଆଜିକାଲି କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ହୋଇଗଲାନି। ଧଳା କେଶକୁ କଳା କରିବା ପାଇଁ ହେୟାର କଲର ଉପଯୋଗୀ କରାଯାଉଛି । ଫଳରେ ଏହାର ପ୍ରଭାବ କେଶ ଉପରେ ପଡୁଛି। ଏହା ବେତିତ୍ୟ ଆପଣ ଘରେ ମଧ୍ୟ ଘରେଇ ପ୍ରକୃତିକ ଉପାୟରେ କେଶକୁ ଘନ କଳା ଏବଂ ଆକର୍ଷିତ କରିପାରିବେ।

ତେବେ ଆସନ୍ତୁ ଜାଣିବା ଗାଢ କେଶ ପାଇବା ପାଇଁ ଘରେଇ ଉପାୟରେ କ’ଣ କ’ଣ ଦରକାର ହୋଇଥାଏ-

  • ଅଦା ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ସପ୍ତାହରେ ଦୁଇ ଥର ଲଗାଇଲେ ଧଳା କେଶ କଳା ହୋଇଥାଏ । ପିଆଜ ରସ କେଶ ମୂଳରେ ଲଗାଇଲେ, କେଶ କଳା ଓ ଚମକଦାର ହୋଇଥାଏ।
  • ମେହେନ୍ଦି ଓ ମେଥିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ କିଛି ମାତ୍ରାରେ ଲହୁଣୀ ଏବଂ ନଡିଆ ତେଳ ମିଶାନ୍ତୁ । ଏହି ମିଶ୍ରଣ କେଶରେ ଲଗାଇଲେ ଖୁବ ଫଳପ୍ରଦ ହୋଇଥାଏ।
  • ଅଁଳା କେଶକୁ କଳା କରିବାରେ ସହାୟତା ହୋଇଥାଏ । ଅଁଳା ରସରେ ବାଦାମ ତେଲ ମିଶାଇ ଲଗାଇଲେ ଧଳା କେଶ କଳା ହାଇଥାଏ ।
  • ନଡ଼ିଆ ତେଲରେ ଭୃସଙ୍ଗ ପତ୍ର ଓ ଅଁଳାକୁ ଗରମ କରନ୍ତୁ । ଏହି ତେଲକୁ ଥଣ୍ଡା କରି ମୁଣ୍ଡରେ ଲଗାଇବା ଦ୍ୱାରା ଧଳା କେଶରୁ ମୁକ୍ତି ଦେଇଥାଏ।
  •  କେଶରେ ପ୍ରତିଦିନ ସୋରିଷ ତେଲ ଲଗାନ୍ତୁ । କେଶ କଳା ରହିବ।
  •  ଧଳା କେଶକୁ ପ୍ରତିଦିନ ବ୍ଲାକ କଫି ବା ବ୍ଲାକ ଟି’ରେ ଧୋଇଲେ କେଶର ରଙ୍ଗ କଳା ହୋଇଥାଏ ।

ପଢନ୍ତୁ ;

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

 

ଅଦା ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ସପ୍ତାହରେ ଦୁଇ ଥର ଲଗାଇଲେ ଧଳା କେଶ କଳା ହୋଇଥାଏ - 4.4

87%

କେଶରେ ପ୍ରତିଦିନ ସୋରିଷ ତେଲ ଲଗାନ୍ତୁ । କେଶ କଳା ରହିବ। - 4

79%
4.2/5

Very Good!

ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ସବୁ ମହିଳା ଚାହିଁଥାନ୍ତି କଳା ଘନ କେଶ । ଘରୋଇ ଉପଚାରରେ ମଧ୍ୟ ଘନକଳା କେଶ ପାଇପାରିବେ। ବଜାରରେ ମିଳୁଥିବା ରସାୟନିକ ରଙ୍ଗ କେଶକୁ ଖରାପ କରିଥାଏ। ଆଜିକାଲି କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ହୋଇଗଲାନି। ଧଳା କେଶକୁ କଳା କରିବା ପାଇଁ ହେୟାର କଲର ଉପଯୋଗୀ କରାଯାଉଛି । ଫଳରେ ଏହାର ପ୍ରଭାବ କେଶ ଉପରେ ପଡୁଛି। ଏହା ବେତିତ୍ୟ ଆପଣ ଘରେ ମଧ୍ୟ ଘରେଇ ପ୍ରକୃତିକ ଉପାୟରେ କେଶକୁ ଘନ କଳା ଏବଂ ଆକର୍ଷିତ କରିପାରିବେ।

No Votes Yet

You're not rated yet