EnewsOdia.Com

ଗରିବ ବନିବାକୁ ଚାହୁଁ ନାହାନ୍ତି ତ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଜୋତା

କପଡା କିଣୁଥିବା ସମୟରେ ଆମେ କପଡାର ରଙ୍ଗ ତଥା ତାର ସାଇଜ ଉପରେ ବହୁତ ଧ୍ୟାନ ଦେଉ ଯେତେବେଳେ କି ଜୋତା କିଣୁଥିବା ସମୟରେ ଆମେ ରଙ୍ଗ ଉପରେ ଏତେ ବି ରୁଚି ଦେଖାଉ ନାହିଁ। ମାତ୍ର ଏହା କରିବା ଆଦୌ ଠିକ ନୁହଁ। ଏହା କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ମନା କରିଥାଏ। କାରଣ ଜ୍ୟୋତିଷ ଶାସ୍ତ୍ରର ମାନିବା କଥା ଏହା କି ଜୋତା ରଙ୍ଗର ସିଧା ସମ୍ପର୍କ ଆମ ଭାଗ୍ୟ ଉପରେ ପଡିଥାଏ। ତେଣୁ ଯାହା ପାରେ ତାହା ରଙ୍ଗର ଜୋତା କିଣିବା ଦ୍ୱାରା ଆମ ଭାଗ୍ୟ ଖରାପ ବି ହେଇପାରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେଳ କଳା ରଙ୍ଗର ଜୋତା ପିନ୍ଧିବା ଉଚିତ । କାରଣ କଳା ରଙ୍ଗର ଜୋତା ପିନ୍ଧିବା ଦ୍ୱାରା ଆମ ଭାଗ୍ୟ ଉପରେ ଏହାର ପ୍ରଭାବ ଭଲ ରୁହେ ଏବଂ ଆମ ଜୀବନରେ ବହୁତ ଅଗ୍ରଗତି ହେଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାଲକା ଖଇରିଆ ରଙ୍ଗର ଜୋତା ଆଦୌ କିଣିବା କଥା ନୁହଁ। ଏହି ରଙ୍ଗର ଜୋତା ଅଶୁଭ ମାନା ଯାଏ ଆଉ ଏହା ଆମ ଭାଗ୍ୟର ସବୁ ଭଲ ସମୟକୁ ଖରାପ କରିଦିଏ। ଏହା ବି ମାନା ଯାଏ କି ଯେଉଁ ଲୋକ ଏହି ରଙ୍ଗର ଜୋତା ପିନ୍ଧି ଅଫିସ ଯିବା ଆସିବା କରନ୍ତି ତାଙ୍କର ପ୍ରମୋସନ ଅଟକି ଯାଏ ଆଉ ସେ ଆଗକୁ ଯାଇ ପାରନ୍ତି ନାହିଁ।

ପଢନ୍ତୁ: ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

ସମ୍ବନ୍ଧିତ ଖବର

କାହିଁକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ? ଜାଣନ୍ତୁ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

ଏହି ଜିନିଷ ଭୁଲରେ ବି ବିକନ୍ତୁ ନାହିଁ, ନହେଲେ ଆସିବା ଦାରିଦ୍ରତା

Ratnamani Maharana

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

Ratnamani Maharana

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

Ratnamani Maharana