VASTU

ଏହି ଉପାୟ ଦ୍ୱାରା ବୈବାହିକ ଜୀବନକୁ କରନ୍ତୁ ସୁଖମୟ

Vastu

ବିବାହର ବନ୍ଧନ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସଂପର୍କକୁ ଉଭୟ ପତି ପତ୍ନୀଙ୍କୁ ସାରା ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏକ ପବିତ୍ର ବନ୍ଧନ ଓ ବିଶ୍ୱାସ ସହ ଏହି ସଂପର୍କ ଜଡ଼ିତ ଓ ଏହାର ଡ଼ୋର ଦୁର୍ବଳ ହେଲେ ସାରା ଜୀବନ ଦୁଃଖରେ ଭରିଯାଏ ଓ ସମସ୍ତ ଖୁସି ଦୂର ହୋଇଯାଏ। କିଛି ସରଳ ସହଜ ଉପାୟରେ ଦ୍ୱାରା ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରିବା। ଜାଣନ୍ତୁ ଏହା ବିଷୟରେ….

୧) ନିୟମିତ କଦଳୀ ବୃକ୍ଷକୁ ପୂଜା କଲେ, ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇଥାଏ।
୨) ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀଙ୍କୁ ନିୟମିତ ପୂଜାର୍ଚ୍ଚନା କଲେ, ଦାମ୍ପତ୍ୟ ଜୀବନରେ ସୁଖମୟ ହୋଇଥାଏ।
୩) ଯେଉଁ ଗୃହରେ ମହିଳାମାନେ ନିୟମିତ ମା’ ତୁଳସୀ ବୃକ୍ଷକୁ ପୂଜା କଲେ ସୌଭାଗ୍ୟର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
୪) ଶୟନକକ୍ଷରୁ ନକରାତ୍ମକ ଶକ୍ତି ଦୂର କରିବା ନିମନ୍ତେ ୨ଟି କର୍ପୁର ଆଳତୀ ଶୟନକକ୍ଷରେ କରନ୍ତୁ।
୫) ଶୟନକକ୍ଷରେ ଅଇଁଠା ବାସନ ଆଦୌ ରଖନ୍ତୁ ନାହିଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।
ଶୟନକକ୍ଷରେ କୌଣସି ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ।

୬)ପତିପତ୍ନୀଙ୍କ ଏକ ସୁନ୍ଦର ଓ ହସୁଥିବା ଫଟୋ ଗୃହର ଦକ୍ଷିଣ- ପଶ୍ଚିମ କୋଣରେ ଲଗାନ୍ତୁ। ଏହା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।
୭)ଶୋଇବା ଖଟରେ କୌଣସି ପୋଷା ଜନ୍ତୁଙ୍କୁ ଚଢିବାକୁ ଦିଅନ୍ତୁ ନାହିଁ।

ପଢନ୍ତୁ: ବୁଧବାର ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ମାଡ଼ି ଆସିବ ଦୁର୍ଦ୍ଦଶା

Related posts

ଏହି ୫ଟି ବାସ୍ତୁ ଦୋଷ ରହିଲେ ଘରକୁ ଆସିପାରେ ନାହିଁ ଧନ

ENO Beuro

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ENO Beuro

ଆପଣ ଜାଣନ୍ତି କି? ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁଲେ ଅଶୁଭ ହୋଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment