LIFESTYLE

ଏହି ୫ଟି କଥାରୁ ଜାଣନ୍ତୁ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ?

ଆଜିକାଲିର ଯୁବକ ଏବଂ ଯୁବତୀମାନଙ୍କ ମଧ୍ୟରେ ସଂପର୍କ ମାତ୍ର କିଛି ଦିନ ପାଇଁ ରହିଥାଏ । କିଛି ଦିନ ଯାଏଁ ଦୁଇଜଣ ଏକାଠି ରହିଲା ପରେ ପ୍ରେମକୁ ଖେଳଘର ଭାବି ଦୁହେଁ ଅଲଗା ହୋଇଯାଇଥାନ୍ତି । ଅନେକ ସମୟରେ କିଛି ଯୋଡିଙ୍କ ମଧ୍ୟରେ ଦେଖିବାକୁ ମିଳେ ଯେ ସଂପର୍କରେ ବିଶ୍ୱସ୍ତ ନଥାଇ ମଧ୍ୟ ସେମାନେ ସଂପର୍କକୁ ଆଗକୁ ବଢେଇ ଚାଲିଥାନ୍ତି । ଯାହା ତାଙ୍କ ଜୀବନରେ ସବୁଠାରୁ ବଡ ଧୋକା ଭାବେ ପ୍ରମାଣିତ ହୋଇଥାଏ ।  ତେବେ ଆସନ୍ତୁ ଜାଣିବା କିଭଳି ଆପଣଙ୍କ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ବୋଲି ଜାଣିବେ ।

ଜୀବନସାଥୀଙ୍କ ପାଇଁ ଏହି ୫ଟି ଟିପ୍ସ :-

  • ଯଦି ଆପଣଙ୍କ ଜୀବନସାଥୀଙ୍କ ସହିତ ସଂପର୍କ ଅତି ପୁରୁଣା କିନ୍ତୁ ବିବାହ ପର୍ଯ୍ୟନ୍ତ କଥା ଯାଉନି । ତାମାନେ ହେଉଛି ସେ ଆପଣଙ୍କ ସହ ଟାଇମପାସ କରୁଛନ୍ତି । ସଂପର୍କକୁ ନେଇ ସିରିୟସ ନୁହଁନ୍ତି ।
  • କୌଣସି ଅସୁବିଧା ସମୟରେ ଜୀବନସାଥୀ ଆପଣଙ୍କ ସହ ନଥିଲେ । ଏହା ଆପଣଙ୍କ ପାଇଁ ସବୁଠାରୁ ବଡ ଧୋକାର ବିଷୟ ।
  • ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ଦେଖା ହେବାକୁ ବାହାରି ଥିବେ । କିନ୍ତୁ ସେ କିଛି ବାହାନା କରି ଆପଣଙ୍କୁ ଦେଖା ହେବାକୁ ମନା କରିଦିଅନ୍ତି । ଏଥିରେ ଜାଣିଯିବେ ଯେ ଏହି ସଂପର୍କ ବେଶି ଦିନ ପାଇଁ ନୁହେଁ ।
  • ଯଦି ସବୁବେଳେ ଆପଣଙ୍କ ତରଫରୁ ଜୀବନସାଥୀଙ୍କୁ ମେସେଜ କରୁଥାନ୍ତି କିନ୍ତୁ ଅନ୍ୟପଟରୁ କୌଣସି ଉତ୍ତର ଆସେ ନାହିଁ । ତାହାଲେ ଜାଣିବେ ଯେ ସେ ଆପଣଙ୍କଠାରୁ ଦୁରେଇ ଯିବାକୁ ଚାହାଁନ୍ତି ।
  • ଜଦି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସବୁବେଳେ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜାଣି ଜାଆନ୍ତୁ ଯେ ସେ ଆପଣଙଙ୍କୁ ପସନ୍ଦ କରୁନାହାନ୍ତି ।

ପଢନ୍ତୁ ;

ମା’ ହେବେ ସାନିଆ ମିର୍ଜା

Related posts

ଶିବଲିଙ୍ଗରେ ବେଲପତ୍ର ଚଢାଇଲା ବେଳେ ଧ୍ୟାନ ଦିଅନ୍ତୁ ଏସବୁ କଥାର , ନହେଲେ ମିଳିପାରେ ଓଲଟା ଫଳ

ENO Beuro

ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ସେଓ ଖାଇସାରିବା ପରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ ହୋଇପାରେ ସମସ୍ୟା

ENO Beuro

Leave a Comment