LIFESTYLE

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ହୃଦଘାତ ଜନିତ ସମସ୍ୟା ଆଜିକା ସମୟରେ ବହୁ ମାତ୍ରାରେ ଦେଖାଯାଉଛି । ଯଦି ସମୟ ଥାଉ ଥାଉ ଆମେ ଆମ ଜୀବନ ଶୈଳିକୁ ବଦଳାଇ ବାରିବା ତ ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବ । ଏକ ଗବେଷଣାରୁ ଜଣା ପଡିଛିକି ପ୍ରାଯ ୯୦ ପ୍ରତିଶତ ଲୋକ ହୃଦଘାତରେ ଶିକାର ହେଉଛନ୍ତି । ଏବଂ ହୃଦଘାତରେ ପ୍ରାଣ ତ୍ୟାଗ କରୁଛନ୍ତି ।

ହୃଦଘାତର କାରଣ ଏବଂ ଏହି ସମସ୍ୟାରୁ କିପରି ରକ୍ଷା ପାଇବେ

  •  ଅତ୍ୟଧିକ ଧୂର୍ମ୍ର ପାନ କରିବା   ଡିଷ୍ଳିପଡ଼େମିଆ , ଅତ୍ୟାଧିକ ଚିନ୍ତା , ଡାଇବେଟିସ  ହୃଦଘାତର କାରଣ ।
  • ପେଟରେ ଅଧିକ ଚର୍ବି ଜମିବ , ସୈକସୋସାଲ , ଅତ୍ୟଧିକ ମଦ୍ୟ ପାନ , ଖାଦ୍ୟ ପଦାର୍ଥରେ ଫଳ ମୂଳ ଏବଂ ପାନିପରିବାର ମାତ୍ରା କମ ଓ ଗୋଟିଏ ଜାଗାରେ ସଦାବେଳେ ବସିରହିବା ଦ୍ଵାରା ହୃଦଘାତ ଜନିତ ସମସ୍ୟା ଦେଖା ଦେଇ ଥାଏ ।
  • ଅଧିକ ତେଲ ଓ ମିଠା ଜାତୀୟ ଖାଦ୍ୟ ରୁ ଦୁରେଇ ରୁହନ୍ତୁ ।
  • ଘରେ କିମ୍ବା ବାହାରେ ଧୂମ୍ର ପାନ କରିବା ବନ୍ଦ କରନ୍ତୁ ଏହା ଦ୍ୱାରା ଅପଣଙ୍କ ରେ ଥିବା ବ୍ୟକ୍ତି ଅମଧ୍ୟ ହୈରାଣ ରେ ପଡିପାରନ୍ତି ।
  • ଟିଭି ଦେଖିବା କମ କରିବା ଉଚିତ ଏବଂ ନୀତିଦିନ ସକାଳୁ ବ୍ୟୟମ କରନ୍ତୁ ।
  • ସତେଜ ଫଳ ଓ ପନିପରିବାକୁ ଖାଦ୍ୟରେ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ ।
  • ଡାକ୍ତରଙ୍କ ସହ କେବେକେବେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରାମର୍ଶ ନିୟନ୍ତୁ ।

ପଢନ୍ତୁ ;

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

Related posts

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ “ତରଭୁଜ” ! ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ?

ENO Beuro

ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ

ENO Beuro

ନିଜ ଶରୀରର ସୁନ୍ଦରତାକୁ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ENO Beuro

1 comment

Leave a Comment