Loading...

ବିବାହ କାର୍ଡକୁ ନେଇ କିଛି ଜରୁରୀ କଥା ଯାହା ପ୍ରତ୍ୟକ ଲୋକ ଜାଣିବା ଦରକାର

ବିବାହ କାର୍ଡକୁ ନେଇ କିଛି ଜରୁରୀ କଥା ଯାହା ପ୍ରତ୍ୟକ ଲୋକ ଜାଣିବା ଦରକାର

ବିବାହ ପୂର୍ବରୁ ପ୍ରତ୍ୟେକ ପରମ୍ପରା ପାଇଁ ଏକ ଶୁଭ ମୁହୁର୍ତ୍ତ ଠିକ କରାଯାଇଥାଏ ।ବିବାହ ସମୟରେ ଅନେକ କିଛି ଜିନିଷ ପ୍ରତି ଦୃଷ୍ଟି ଦେଇ ବିବାହର ଆୟୋଜନ କରାଯାଇଥାଏ । ମାତ୍ର ଆଉ କିଛି କଥାକୁ ଅଣଦେଖା କରାଯାଇଥାଏ ।

ଯେଉଁଭଳି ଭାବରେ ବିବାହର ଅନେକ ମହତ୍ତ୍ୱ ରହିଛି ସେହିଭଳି ବିବାହ ସହ ଜଡ଼ିତ ଅତି ଛୋଟ ଛୋଟ ଅଂଶ ଯେମିତିକି ସବୁ ରୀତି ନୀତି ପରମ୍ପରାର ଅନେକ ମହତ୍ତ୍ୱ ରହିଛି । ସାଧରଣତଃ ବିବାହ ପୂର୍ବରୁ ପ୍ରତ୍ୟେକ ପରମ୍ପରା ପାଇଁ ଏକ ଶୁଭ ମୁହୁର୍ତ୍ତ ଠିକ କରାଯାଇଥାଏ ।ବିବାହ ସମୟରେ ଅନେକ କିଛି ଜିନିଷ ପ୍ରତି ଦୃଷ୍ଟି ଦେଇ ବିବାହର ଆୟୋଜନ କରାଯାଇଥାଏ । ମାତ୍ର ଆଉ କିଛି କଥାକୁ ଅଣଦେଖା କରାଯାଇଥାଏ । ଯେଉଁ କାରଣରୁ ବର ବଧୂ ଜୀବନରେ ଅନେକ ବିପତ୍ତି ଆସିଥାଏ । ତାହା ହେଉଛି ବିବାହ କାର୍ଡ। ଆସନ୍ତୁ ଜାଣିବା ବିବାହ କାର୍ଡକୁ ନେଇ କଣ କହେ ବାସ୍ତୁ 

୧- କାର୍ଡ଼ ଛାପିବା ସମୟରେ ମଧ୍ୟ ପ୍ରଥମ କାର୍ଡ଼ରେ ହଳଦୀ ଲଗାଇବାର ବିଧାନ ରହିଛି । 

୨- ବିବାହ କାର୍ଡ଼ରେ କଳା ରଙ୍ଗର ଅକ୍ଷରର ପ୍ରୟୋଗ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । 

୩- ଅନେକ ଲୋକ ଫ୍ୟାସନ କାରଣରୁ ତେଢ଼ା ବିବାହ କାର୍ଡ଼ ଛପାଇ ଥାଆନ୍ତି । ଯାହାକି ବାସ୍ତୁ ଅନୁଯାୟୀ ଭୁଲ ଅଟେ । 

୪- ବିବାହ କାର୍ଡ଼ ବର୍ଗ ଆକାରର ହେବା ଉଚିତ । 

୫- ସାଧାରଣତଃ ହଳଦିଆ , ନାଲି ଏବଂ ସବୁଜ ରଙ୍ଗକୁ ହିଁ ଉପଯୁକ୍ତ ମାନାଯାଏ । 

୬- ବିବାହ କାର୍ଡ଼ରେ ଦେବଦେବୀଙ୍କ ଫୋଟ ରହିଥାଏ । ଯାହାକୁ ଲୋକେ ଏନେତେବେ ଫିଙ୍ଗି ଦିଅନ୍ତି । ତେଣୁ ଏପରି କାର୍ଡ଼ ସାମ୍ନାକୁ ଆସିଲେ , ଯେଉଁଥିରେ ଦେବଦେବୀଙ୍କ ଫୋଟ ଥାଏ , ତାହାକୁ ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.