• Home
  • ASTRO
  • ଶତ୍ରୁଦମନ ପାଇଁ ଆପଣଙ୍କ ରାଶି ଅନୁସାରେ କରନ୍ତୁ ଉପାୟ ଓ ସଫଳ ହୁଅନ୍ତୁ
ASTRO

ଶତ୍ରୁଦମନ ପାଇଁ ଆପଣଙ୍କ ରାଶି ଅନୁସାରେ କରନ୍ତୁ ଉପାୟ ଓ ସଫଳ ହୁଅନ୍ତୁ

ପ୍ରତ୍ୟେକ ମନୁଷ୍ୟର ମିତ୍ର ସହିତ ଶତ୍ରୁ ମଧ୍ୟ ଥାଆନ୍ତି । କେତେଥର ଆମେ କିଛି ଏମିତି କାମ କରିଯାଉ ଯାହାଫଳରେ ଆମର ଶତ୍ରୁ ସୃଷ୍ଟି ହୋଇଯାନ୍ତି । ଆମେ କିଛି ଏମିତି ଉପାୟ ବତେଇବୁ ଯାହା ଫଳରେ ଆପଣ ସହଜରେ ଶତ୍ରୁଦମନ କରିପାରିବେ । ତେବେ ଆପଣଙ୍କ ରାଶି ଅନୁସାରେ କିପରି ଶତ୍ରୁ ଦମନ କରିପାରିବେ ତା’ର ଉପାୟ ଜାଣନ୍ତୁ ।

ମେଷ – ମୁଖ୍ୟତଃ ମେଷ ରାଶି ଲୋକଙ୍କର କେହି ନଥାନ୍ତି । ଯଦି ବି ଶତ୍ରୁ ଥାନ୍ତି ତେବେ ଧନ ପାଇଁ । ଶତ୍ରୁଦମନ ପାଇଁ ଧନ କିମ୍ବା ଅର୍ଥ ନେଣ ଦେଣ ସମୟରେ ପକ୍କା କାଗଜପତ୍ର କାମ କରିବା ଆବଶ୍ୟକ । ଏହା ସହିତ ବୁଧବାର ଦିନ ଗଣେଶ ଭଗବାନଙ୍କୁ ଦୁବ ଅର୍ପଣା କରନ୍ତୁ ।

ବୃଷ – ଏମାନଙ୍କର ଅନେକ ଶତ୍ରୁ ଥାନ୍ତି , ଯାହାର କାରଣ ଏମାନଙ୍କ ଜିଦିଆ ସ୍ଵଭାବ ହୋଇଥାଏ । ଶତ୍ରୁଦମନ ପାଇଁ ଏମାନଙ୍କୁ କ୍ରୋଧ ଓ ଜିଦିଆ ସ୍ଵଭାବକୁ ଦମନ କରିବାକୁ ହେବ ।

ମିଥୁନ – ରାଗି ସ୍ଵଭାବ ପାଇଁ ଏମାନଙ୍କ ଅନେକ ଶତ୍ରୁ ହୋଇଥାନ୍ତି । ମାତ୍ର ଶତ୍ରୁତା ଅଧିକ ଦିନ ତିଷ୍ଟେ ନାହିଁ । ଶତ୍ରୁଦମନ ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ଦର୍ଶନ କରନ୍ତୁ ।

କର୍କଟ – ଗୁରୁବାର ଦିନ ହଳଦୀ ତିଳକ ଧାରଣ କରନ୍ତୁ ।

ସିଂହ – ଅଶ୍ଵସ୍ତ ବୃକ୍ଷ ମୂଳରେ ନିତ୍ୟ ସୋରିଷ ତେଲର ଦୀପ ଜାଳନ୍ତୁ ।

କନ୍ୟା – ଶନିବାର ଦିନ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ତୁଳା – ଗୁରୁବାର ଦିନ ହଳଦିଆ ରଙ୍ଗର ଫୁଲ ଭଗବାନଙ୍କୁ ଅର୍ପଣା କରନ୍ତୁ ।

ବିଛା – ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ପୂଜା କରନ୍ତୁ ।

ଧନୁ – ଶିବଲିଙ୍ଗରେ ଧଳା ରଙ୍ଗର ପୁଷ୍ପ ଅର୍ପଣା କରନ୍ତୁ ।

ମକର – ପ୍ରତ୍ୟେକ ବୁଧବାର ଭଗବାନ କୃଷ୍ଣଙ୍କୁ  ତୁଳସୀ ଜଟ ଅର୍ପଣ କରନ୍ତୁ ।

କୁମ୍ଭ – ସୋମବାର ଦିନ ଭଗବାନ ଶିବଙ୍କୁ ଜଳାଭିଶେଖ କରନ୍ତୁ ।

ମୀନ – ଏମାନେ ଅଧିକ ଦିନ ଶତ୍ରୁତା ରଖିପାରନ୍ତି ନାହିଁ ।

enemy  ଶତ୍ରୁଦମନ ପାଇଁ ଆପଣଙ୍କ ରାଶି ଅନୁସାରେ କରନ୍ତୁ ଉପାୟ ଓ ସଫଳ ହୁଅନ୍ତୁ enemy 300x171

Related posts

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

Krishna Kumar Manoj

କେଉଁ ସମସ୍ୟା ପାଇଁ କେଉଁ ଦେବତାଙ୍କୁ ପୂଜା କଲେ ମିଳିବ ସମାଧାନ ? ଆସନ୍ତୁ ଜାଣିବା

Krishna Kumar Manoj

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More