Loading...

ଆସନ୍ତା ୭ରେ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ହାଜର ହେବେ ତିର୍ତ୍ତୋଲ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକା

ଆସନ୍ତା ୭ରେ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ହାଜର ହେବେ ତିର୍ତ୍ତୋଲ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକା

ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି । ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି । ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ବିବାହା ପାଇଁ ଆବେଦନ କରିଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.