News

ଫାଇଲିନ ଓ ହୁଡୁହୁଡୁ ଅପେକ୍ଷା ତିତଲି ନେଲା ଅଧିକ ଜୀବନ

cyclone

ଗଜପତିରେ ମୃତ୍ୟୁସଂଖ୍ୟା ୫୦ ଡେଇଁବ!

ବାତ୍ୟା ତିତଲି, ଫାଇଲିନ ଓ ହୁଡୁହୁଡୁ ଅପେକ୍ଷା ଅଧିକ ଜୀବନ ନେଲାଣି। କେବଳ ଗଜପତି ଜିଲ୍ଲାରେ ସର୍ବାଧିକ ୪୦ଜଣରୁ ଅଧିକ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ୮ଜଣ ଓ ରାୟଗଡାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାର ବାରଗାଁ ରେ ୧୬ଜଣଙ୍କର ପାହାଡ ଧସି ମୃତ୍ୟୁ ଘଟିଛି । ୧୩ଜଣଙ୍କର ଶବ ମିଳିଥିଲା ବେଳେ ଅନ୍ୟମାନେନିଖୋଜ ଅଛନ୍ତି । କଇଁପୁର ପଞ୍ଚାୟତରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୯ଜଣଙ୍କର ଶବ ମିଳିଛି । ଅନ୍ୟମାନଙ୍କର ପତ୍ତା ମିଳୁନାହିଁ । ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ।

ଏବେ ବି ୧୩ ନିଖୋଜ ,ସରକରୀ ରିପୋର୍ଟରେ ୧୮ ମୃତ

ସରକାରଙ୍କ ପକ୍ଷରୁ ରିଲିଫ ପାଇଁ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାରେ ୨ ମାସ ପାଇଁ ଆଗୁଆ ଚାଉଳ ଓ ୧୦୦୦ଟଙ୍କା ଲେଖାଏଁ ପରିବାରକୁ ଦିଆଯିବ। ସରକାର ରିଲିଫ ଉଦ୍ଧାର କାର୍ଯ୍ୟରେ ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ବିରୋଧୀ ଅସ୍ୱୀକାର କରୁଛନ୍ତି ।

cyclone

ପଢନ୍ତୁ;ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

Related posts

ଆହୁରି ବଢିବ ତାତି,୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି

ENO Beuro

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

ଦିଲ୍ଲୀ ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ : ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ!

ENO Beuro

Leave a Comment