କଂପାନୀ ଦେଲା ନୂଆ ସୁଯୋଗ , ଶସ୍ତାରେ କିଣିପାରିବେ ରୟାଲ ଇନଫିଲ୍ଡ

ରୟାଲ ଇନଫିଲ୍ଡ ବାଇକରେ ବ୍ୟବହୃତ ହୋଇଛି ୩୪୬ ସିସିର ଇଂଜିନ୍ - 4.1

81%

ବୁଲେଟ୍ ୩୫୦ ପାଖାପାଖି ୪୦ କିମି ପର ଲିଟର ମାଇଲେଜ ଦେଇଥାଏ ବୋଲି କଂପାନୀର ଦାବି ରହିଛି । - 3.6

72%
3.8/5

Very Good!

କଂପାନୀ ଦେଲା ନୂଆ ସୁଯୋଗ , ଶସ୍ତାରେ କିଣିପାରିବେ ରୟାଲ ଇନଫିଲ୍ଡ

ଗାଡି ନିର୍ମାତା କଂପାନୀ ତଥା ରୟାଲ ଇନଫିଲ୍ଡ, ଭାରତୀୟ ମୋଟରସାଇକେଲ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଛି । ଭାରତରେ ରୟାଲ ଇନଫିଲ୍ଡ ୩୫୦ରୁ ୭୫୦ ସିସି ପର୍ଯ୍ୟନ୍ତ ବାଇକର ବିକ୍ରି ବହୁଳମାତ୍ରାରେ ଚାଲିଛି । ଆମେ କହି ରଖୁଛୁ କି,  ରୟାଲ ଇନଫିଲ୍ଡ ବାଇକରେ ବ୍ୟବହୃତ ହୋଇଛି ୩୪୬ ସିସିର ଇଂଜିନ୍ । ଯାହାକୁ ୫ ସ୍ପିଡ ଗିୟରବକ୍ସ ସହ ସଂଯୋଗ କରାଯାଇଛି । ତେବେ ଏହି ବୁଲେଟ୍ ୩୫୦ ପାଖାପାଖି ୪୦ କିମି ପର ଲିଟର ମାଇଲେଜ ଦେଇଥାଏ ବୋଲି କଂପାନୀର ଦାବି ରହିଛି ।

No Votes Yet

You're not rated yet

ଗାଡି ନିର୍ମାତା କଂପାନୀ ତଥା ରୟାଲ ଇନଫିଲ୍ଡ, ଭାରତୀୟ ମୋଟରସାଇକେଲ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଛି । ଭାରତରେ ରୟାଲ ଇନଫିଲ୍ଡ ୩୫୦ରୁ ୭୫୦ ସିସି ପର୍ଯ୍ୟନ୍ତ ବାଇକର ବିକ୍ରି ବହୁଳମାତ୍ରାରେ ଚାଲିଛି ।

ଆମେ କହି ରଖୁଛୁ କି,  ରୟାଲ ଇନଫିଲ୍ଡ ବାଇକରେ ବ୍ୟବହୃତ ହୋଇଛି ୩୪୬ ସିସିର ଇଂଜିନ୍ । ଯାହାକୁ ୫ ସ୍ପିଡ ଗିୟରବକ୍ସ ସହ ସଂଯୋଗ କରାଯାଇଛି । ତେବେ ଏହି ବୁଲେଟ୍ ୩୫୦ ପାଖାପାଖି ୪୦ କିମି ପର ଲିଟର ମାଇଲେଜ ଦେଇଥାଏ ବୋଲି କଂପାନୀର ଦାବି ରହିଛି ।

ଏହି ବାଇକର ଲୁକ୍ ଏବଂ ଫିଚର୍ସ ବାକି ବାଇକଠାରୁ ବେଶ ଭିନ୍ନ ରହିଛି । ଯେଉଁଥିପାଇଁ ଏହି ବାଇକ୍ ଏବେ ଯୁବପିଢୀଙ୍କୁ ବେଶ ଆକର୍ଷିତ କରିଛି । ଏହି କଥା ଆଲୋଚନା କରିବା ପଛରେ ଏକ ଖାସ୍ କାରଣ ରହିଛି । ଯାହା ସଂପର୍କରେ ଆମେ  ଆପଣଙ୍କୁ ତଳେ ଜଣାଉଛୁ ;

ଆପଣଙ୍କର ରୟାଲ ଇନଫିଲ୍ଡ ବାଇକର ଦାମ ସଂପର୍କରେ ଜ୍ଞାନଥିବ ନିଶ୍ଚୟ । ତଥାପି ଏଠାରେ ଆମେ କହିରଖୁଛୁ କି, ରୟାଲ ଇନଫିଲ୍ଡ ବାଇକର ଦାମ ୧ ଲକ୍ଷ ୧୩ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ଯାହାର ସବୁଠାରୁ ଶସ୍ତା ମଡେଲ ହେଉଛି ରୟାଲ ଇନଫିଲ୍ଡ ବୁଲେଟ୍ ୩୫୦ । ଯଦି ଆପଣ ମଧ୍ୟ ରୟାଲ ଇନଫିଲ୍ଡ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କୁ ଟଙ୍କା ପାଇଁ ଚିନ୍ତିତ ହେବାକୁ ପଡିନପାରେ । କାରଣ ଆପଣ ଚାହୁିଁଲେ କିଛି ପରିମାଣର ଟଙ୍କା ଦେଇ ଏହି ବାଇକ କିଣିପାରିବେ ।

ଯଦି ଆପଣ ରୟାଲ ଇନଫିଲ୍ଡ ବୁଲେଟ୍ ୩୫୦କୁ କିଣିବାକୁ ଚାହୁଛନ୍ତି ଏବଂ ଏଥିପାଇଁ ଆପଣଙ୍କ ନିକଟରେ ପରିମାଣର ଅର୍ଥର ଅଭାବ ରହିଛି ତେବେ ଆପଣ ମାତ୍ର ୨୦୦୦ଟଙ୍କା ବିନିମୟରେ ବାଇକ୍ କିଣିପାରିବେ । ଅର୍ଥାତ୍ ଆପଣ ଏହି ଗାଡିଟିକୁ ଇଏମଆଇ ଉପରେ କିଣିପାରିବେ ।

ଯେଉଁଥିପାଇଁ ଆପଣଙ୍କୁ ପ୍ରତିମାସ ଦେବାକୁ ପଡିବ ମାତ୍ର ୨ ହଜାର ଟଙ୍କା । ଯଦିଓ ଏନେଇ ଅଧିକ କୌଣସି ସୂଚନା ଆମକୁ ମିଳିପାରିନାହିଁ ମାତ୍ର ଏସଂପର୍କିତ ଖବର ଆପଣ ସମ୍ବନ୍ଧିତ ଅଫିସକୁ ଯାଇ ଖବର ପାଇପାରିବେ ।

 

ପଢନ୍ତୁ ;

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା