News

ପୁଣି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପ୍ରଶ୍ନପତ୍ର ଭାଇରାଲ

10th exm student

ପରକ୍ଷା ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡିଛି ମାଟ୍ରିକ ପରୀକ୍ଷା   କେତେବେଳେ ପ୍ରଶ୍ନପତ୍ର ଭାଇରାଲ ,ଉତ୍ତର ଖାତା ଅନ୍ତର୍ଧ୍ୟାନ  ତ କେତେବେଳେ କପି ଧରାପଡି ପିଲା ଏମପି  ହେବା ତେବେ ଏ ସବୁ ବିବାଦ ସତ୍ବେ ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କେବଳ ବିଜ୍ଞାନ ଓ ସଂସ୍କୃତକୁ ଛାଡ଼ି ଦେଲେ ବାକି ପରୀକ୍ଷାରେ ବ୍ୟାପକ ବିଭ୍ରାଟ  ଦେଖିବାକୁ ମିଳିଥିଲା।

ପୁଣିହେଲା ପ୍ରଶ୍ନପତ୍ର ଭାଇରାଲ…

ବଲାଙ୍ଗିରରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର  ଭାଇରାଲ ହୋଇଛି । ମୋବାଇଲରୁ ମୋବାଇଲକୁ ଘୁରିବୁଲିଛି ପ୍ରଶ୍ନପତ୍ର ।  ମାଟ୍ରିକ ପରୀକ୍ଷାର ଆଜି ଶେଷ ଦିନ ଥିବା ବେଳେ ଦେଓଁଗା ବ୍ଲକର କୌଣସି ସ୍କୁଲରୁ ପ୍ରଶ୍ନପତ୍ର  ଭାଇରାଲ ହୋଇଥିବା ସୂଚନା ମିଳିଛି ।

ଶିକ୍ଷକଙ୍କର ଅବହେଳାର ତଦନ୍ତ ଚାଲିଥିଲାବେଳେ, ଅଭିଭାକଙ୍କ କପି ନେଇ ପିଲା ପରୀକ୍ଷାରୁ ବହିସ୍କାର ହୋଇଛନ୍ତି। ତେବେ ଏବେ ନଜର ରହିଲା ପରୀକ୍ଷାର ଖାତା ଦେଖା ପ୍ରସଙ୍ଗ ଉପରେ ଆଶା କରିବା ଯେ ଏଥିରେ ଯେମିତି କୌଣସି ପ୍ରକାର ତ୍ରୁଟି  ଦେଖନଯାଏ।
ପଢନ୍ତୁ: ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ: ଆଜି ହେବ ତୃତୀୟ ଦିନିକିଆ ସିରିଜ

Related posts

ଯୁକ୍ତ ଦୁଇ ପରୀକ୍ଷା ମାତୃଭାଷାରେ କପି କରି ଧରାହେଲେ ୩୦

Ratnamani Moharana

ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ!

ENO Beuro

ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

ENO Beuro

Leave a Comment