• Home
  • CULTURES
  • ଆଜି ପବିତ୍ର ଅକ୍ଷୟ ତୃତୀୟା
CULTURES

ଆଜି ପବିତ୍ର ଅକ୍ଷୟ ତୃତୀୟା

ହେବ ଅକ୍ଷିମୁଠି ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଲରେ ଅଖି ମୁଠି ଅନୁକୂଳ କରିବ ଚାଷୀ । ଚାଷ କାମ ଆରମ୍ଭର ଦିନ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ । ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ ହୋଇଥିବାରୁ ଅନେକ ନୂଆ କାମର ଶୁଭାରମ୍ଭ ଆଜି କରାଯାଇଥାଏ । ବିଶ୍ୱାସ ରହିଛି ଆଜିର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ ।

ଦେବତା ଓ ମୁନିଋଷି ମାନେ ହିଁ ପ୍ରଥମେ ଧରାବକ୍ଷରେ ଧାନ ବିହନ ବୁଣିଥିଲେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ । ଘରେ ଘରେ ବେତା, ଗଉଣୀକୁ ଭଲଭାବେ ଧୋଇ ସେଥିରେ ଝୋଟି, ଚିତା ପକାଇ ବିଭିନ୍ନ ପ୍ରକାରର ଫଳମୂଳ ରଖି ଚାଲିଛି ପୂଜାର୍ଚ୍ଚନା। ଏହି ପାତ୍ରକୁ ବ୍ୟବହାର କରି ପ୍ରଥମ ଅଖି ମୁଠି ବୁଣିବ ଚାଷୀ ।

ଶ୍ରୀମନ୍ଦିରରେ ବିଶୃଙ୍ଖଳା ଲାଗିରହିିଥିବା ବେଳେ ଅକ୍ଷୟ ତୃତୀୟାରେ ଆଜି ପୁରୀରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ । ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ଲାଗି ବନ୍ଦୋବସ୍ତ କରାଯାଇଛି । ଡଙ୍ଗାରେ ପ୍ରଭୁ ଜଳକ୍ରୀଡା କରିବେ ।

ଆଜି ପବିତ୍ର ଅକ୍ଷୟ ତୃତୀୟା Akshaya tritiya

ପଢନ୍ତୁ ;

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

Related posts

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

Krishna Kumar Manoj

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

Krishna Kumar Manoj

ଆଜି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More