News

ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା

ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି। ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ପୁରୀ ଅଭିମୁଖେ ଆରମ୍ଭ ହୋଇଛି ଶୋଭାଯାତ୍ରା

ଆଜି ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟରୁ ବାହାରିବା ପରେ ରାଜମହଲ ଛକରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଏହା ପରେ ପିପିଲିର ପୁରୁଣା ରାସ୍ତା ଦେଇ ଅସ୍ଥି କଳସ ଯିବ । ଧଉଳି ଓ ଉତ୍ତରା ଛକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପିପିଲିରେ ପ୍ରାୟ ୨ କିଲୋମିଟର ପଦ ଯାତ୍ରା ହେବାର ସ୍ଥିର ହୋଇଛି । ସେହିପରି ସାକ୍ଷୀଗୋପାଳରେ ମଧ୍ୟ ଏକ ସାଧାରଣ ସଭାର ଆୟୋଜନ ହୋଇଛି । ଅପରାହ୍ନ ସାଢେ ୨ ଟାରେ ମହୋଦଧିରେ ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି।

vajpayee ବିସର୍ଜନ ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି vajpayee 3

ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସାର୍ବଜନିନ ସର୍ବଦଳୀୟ ଶୋକ ସଭା । ଯେଉଁଥିରେ ସବୁଦଳର ନେତା ତଥା ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି।

 

ପଢନ୍ତୁ;ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

Related posts

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

ENO Beuro

ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ

ENO Beuro

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More