CULTURES

ଆଜି ବଡଓଷା,ଧବଳେଶ୍ୱର ପୀଠ ଚଳଚଞ୍ଚଳ

badaosha

ଆଜି ବଡଓଷା । ଆଜି କାର୍ତ୍ତିକ ମାସ ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ। ଶ୍ରଦ୍ଧାଳୁମାନେ ଧାଡିରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି । ଦୂର ଦୁରାନ୍ତରୁ ଯେଉଁ ଭକ୍ତମାନେ ଧବଳେଶ୍ବର ପୀଠକୁ ଆସିଛନ୍ତି ସେମାନେ ନିଷ୍ଠାର ସହିତ ରାତି ଉଜାଗର ରହି ଏହି ବ୍ରତ ପାଳିବେ । ଅପରାହ୍ନଠାରୁ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରଶାସନ ତରଫରୁ ୧୭ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

badaosha

ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ “ଗଜପିଠା’ କୁହାଯାଏ । ଗଜ ପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି ।

ପଢନ୍ତୁ; ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

Related posts

ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ

ENO Beuro

ଆଜି ସନ୍ଧ୍ୟା ଦର୍ଶନ: ସଞ୍ଜ ୭ଟାରୁ ଦର୍ଶନ ବନ୍ଦ, ରହିବନି ଦାନବାକ୍ସ ହେବନି ଟିକେଟ ବିକ୍ରୟ

ENO Beuro

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

ENO Beuro

Leave a Comment