ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
Loading...
ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି ।
ବଢୁଛି ଧାମନଗର ଉପନିର୍ବାଚନ ତାତି । ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି । ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜି ନାଁ ଘୋଷଣା କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି । ସେପଟେ କିଏ କଂଗ୍ରେସର ପ୍ରାର୍ଥୀ ହେବେ, ତାହା ଝୁଲି ରହିଛି । ପିସିସି ୩ ଜଣ ଆଶାୟୀଙ୍କ ନାଁ ଏଆଇସିସିକୁ ପଠାଇଛି । ଏଆଇସିସି ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଓ ଧାମନଗରରେ ଜୋରଦାର ଲଢ଼େଇ ହେବ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଘରଘର ବୁଲି ପ୍ରଚାର ଚଳାଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।