Loading...

ଆଜି ପୂର୍ବାହ୍ନରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ

ଆଜି ପୂର୍ବାହ୍ନରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ

ପରୀକ୍ଷାର୍ଥୀମାନେ ‘results.cbse.nic.in’ ଓ ‘cbseresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।  ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆରଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷା ଫଳ ଉପଲବ୍ଧ ହେବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି (୧୨ ତାରିଖରେ)‌ ପ୍ରକାଶ ପାଇପାରେ। ପୂର୍ବାହ୍ନରେ ଦ୍ବାଦଶ ଶ୍ରେଣୀ ଏବଂ ଏହାର ଦୁଇ ଘଣ୍ଟା ପରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ। ପରୀକ୍ଷାର୍ଥୀମାନେ ‘ results.cbse.nic.in’ ଓ ‘ cbseresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।  ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆରଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷା ଫଳ ଉପଲବ୍ଧ ହେବ। ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.