ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସମସ୍ତଙ୍କ ନଜର ରହିଛି ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ। ସେମାନେ ଲଢ଼େଇ ମଇଦାନ ଛାଡ଼ିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ? ମଇଦାନ ଛାଡ଼ିବା ପାଇଁ ସେମାନଙ୍କୁ ଆଜି ବିଳମ୍ବିତ ରାତି ଯାଏ ଦଳ ପକ୍ଷରୁ ବୁଝାସୁଝା ଜାରି ରହିଛି।
ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସମସ୍ତଙ୍କ ନଜର ରହିଛି ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ। ସେମାନେ ଲଢ଼େଇ ମଇଦାନ ଛାଡ଼ିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ? ମଇଦାନ ଛାଡ଼ିବା ପାଇଁ ସେମାନଙ୍କୁ ଆଜି ବିଳମ୍ବିତ ରାତି ଯାଏ ଦଳ ପକ୍ଷରୁ ବୁଝାସୁଝା ଜାରି ରହିଛି। କାହାକୁ ଦଳୀୟ ଓ ସରକାରୀ ପଦପଦବି ଲୋଭ ଦେଖାଯାଉଛି ତ କାହାକୁ ଚେତାବନୀ ବି ଦିଆଯାଉଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କଲେ ୱାର୍ଡର ବିକାଶ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ଦଳ ପାଇଁ ଅଡ଼ୁଆ ସୃଷ୍ଟି କଲେ ସବୁଦିନ ପାଇଁ ଦଳ ସେମାନଙ୍କୁ ଦୂରେଇ ଦେବ ବୋଲି ରୋକ୍ଠୋକ୍ ଜଣାଇ ଦିଆଯାଉଛି। ଏପରିକି ବିଜେଡିର ବରିଷ୍ଠ ନେତାମାନେ ବିଦ୍ରୋହୀଙ୍କୁ ଡାକି ରୁଦ୍ଧଦ୍ବାର ବୈଠକ କରିଛନ୍ତି।
ବିଦ୍ରୋହୀଙ୍କୁ ବୁଝାସୁଝା କରିବାର ମୁଖ୍ୟ ଦାୟିତ୍ବ ମୁଣ୍ଡାଇଛନ୍ତି ଭୁବନେଶ୍ବରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ ଓ ଅନନ୍ତ ନାରାୟଣ ଜେନା। ସମସ୍ତଙ୍କ ଲାଗି କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯେକୌଣସି ପ୍ରକାରେ ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଚାଲିଛି। ଆଜି ରାତି ସୁଦ୍ଧା ବହୁ ବିଦ୍ରୋହୀ ବୁଝିଯାଇଥିବା ଜଣାପଡ଼ିଛି। କିନ୍ତୁ ଶେଷ ପର୍ଯ୍ୟନ୍ତ କିଛି ବିଦ୍ରୋହୀ ବୁଝିନାହାନ୍ତି। ସେମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେନି ବୋଲି ରୋକ୍ଠୋକ୍ ଜଣାଇଦେଇଛନ୍ତି। ଇତିମଧ୍ୟରେ ୨୯ରେ ପୂର୍ବତନ କର୍ପୋରେଟର ଶେକ୍ ନିଜାମୁଦ୍ଦିନ୍ଙ୍କୁ ବୁଝଇବାରେ ଦଳର ନେତୃବୃନ୍ଦ ସକ୍ଷମ ହୋଇଛନ୍ତି। ସେ ଏବେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି। ସେହିପରି ବିଜେଡି ଛାଡ଼ି ୧୯ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜ୍ୟୋତ୍ସ୍ନାରାଣୀ ରାଉତରାୟ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିସାରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।