CULTURES

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

jagarnatth

ଆଜି ଶ୍ରୀମନ୍ଦିରରେ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡଠାକୁର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ମହାପ୍ରଭୁଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ହରିଙ୍କ ହରଙ୍କ ଆତ୍ମିୟତା ଏହି ବେଶରେ ପ୍ରସ୍ପୁଠିତ ହୋଇଥାଏ। ଏହି ବେଶରେ ବଡଠାକୁର ଅର୍ଦ୍ଧେକ କଳା ଓ ଅର୍ଦ୍ଧେକ ଧଳା ଦେଖାଯିବା ସହ ୩୨ ପ୍ରକାର ସୂବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।

jagarnatth

ସୂଚନାଯୋଗ୍ୟ ,କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ବଡ ଠାକୁରଙ୍କ ବାଡ‌େର ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମହାପ୍ରଭୁ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆସନ୍ତା ୧୯ ତାରିଖରେ ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣ ବେଶ, ୨୦ରେ ବାଙ୍କଚୁଡ଼ ବେଶ, ୨୧ରେ ତ୍ରିବିକ୍ରମ ବେଶ, ୨୨ରେ ଲକ୍ଷ୍ମୀନୃସିଂହ ବେଶ, ଓ ୨୩ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।

ପଢନ୍ତୁ; ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

Related posts

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆଜି ସନ୍ଧ୍ୟା ଦର୍ଶନ: ସଞ୍ଜ ୭ଟାରୁ ଦର୍ଶନ ବନ୍ଦ, ରହିବନି ଦାନବାକ୍ସ ହେବନି ଟିକେଟ ବିକ୍ରୟ

ENO Beuro

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ENO Beuro

Leave a Comment