SPORTS

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ: ଆଜି ହେବ ତୃତୀୟ ଦିନିକିଆ ସିରିଜ

india vs austrelia odi

ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଞ୍ଚିରେ ଆଜି ହେବ ତୃତୀୟ ଦିନିକିଆ ସିରିଜ । ପ୍ରଥମ ୨ଟି ମ୍ୟାଚରେ କଙ୍ଗାରୁ ଟିମ୍‌କୁ ମାତ ଦେଇଥିବା ଭାରତ ହେବ ତୃତୀୟ ଦିନିକିଆ ସିରିଜ ହାତେଇବା ପାଇଁ କରିବ ପ୍ରୟାସ । ନଚେତ ଆଉ ଏକ ସିରିଜ ପରାଜୟର ବୋଝ ମୁଣ୍ଡାଇବାକୁ ପଡିବ। ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିଲେ ମଧ୍ୟ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ୱନଙ୍କ ବିଫଳତା ଚିନ୍ତା ବଢ଼ାଇ ଦେଇଛି। ତେବେ ଗତ ୨ଟି ମ୍ୟାଚ୍‌ରେ ମିଡିଲ ଅର୍ଡର ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଉପଅଧିନାୟକ   ରୋହିତ ଶର୍ମାଙ୍କ ଫର୍ମ ନେଇ ଦଳର ଚିନ୍ତା ବଢିବାରେ ଲାଗିଛି। ଭାରତର ପ୍ରମୁଖ ପେସ ବୋଲର ଭୁବନେଶ୍ବର କୁମାର ବୋଲିଂ ବିଭାଗ ସମ୍ଭାଳିବେ।

ତେବେ ପ୍ରଥମ ୨ଟି ମ୍ୟାଚରେ କରିଥିବା ଛୋଟ ଛୋଟ ଭୁଲକୁ ସୁଧାରି ଭାରତ ଆଜିର ମ୍ୟାଚରେ ପୂର୍ଣ ଆଧିପତ୍ୟ ବିସ୍ତାର କରିବାର ଆଶା କରାଯାଉଛି।
ପଢନ୍ତୁ:  ଅଭିନନ୍ଦନଙ୍କ ତଣ୍ଟି ଚିପି ନିର୍ଯାତନା ଦେଲା ପାକ-ସେନା

Related posts

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ବିଜୟୀ

ENO Beuro

ଆଇପିଏଲ୍‌ର ଦ୍ବିତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ

Ratnamani Moharana

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ENO Beuro

Leave a Comment