Loading...

ଆଜି ବୁଦ୍ଧ ପୂର୍ଣ୍ଣିମା

ଆଜି ବୁଦ୍ଧ ପୂର୍ଣ୍ଣିମା

ବୋୖଦ୍ଧ ଧର୍ମାବଲମ୍ବୀ ମାନେ ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି । ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ ।

ବୋୖଦ୍ଧ ଧର୍ମାବଲମ୍ବୀ ମାନେ ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି । ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ । ଶାସ୍ତ୍ର ମୁତାବକ ବୈଶାଖ ପୂର୍ଣ୍ଣମୀର ଅନେକ ମହତ୍ତ୍ୱ ରହିଛି । ଆଜିର ଦିନରେ ଦିନ ଗୋଟେ ୬ ମିନିଟରେ ବିଶାଖା ନକ୍ଷତ୍ର ଆରମ୍ଭ ହେବାକୁ ଯାଉଛି । ଏମିତି ବି ଧରାଯାଏ ବିଶାଖା ନକ୍ଷତ୍ର ସହିତ ଜଡିତ ହେବା କାରଣରୁ ତାଙ୍କୁ ବୈଶାଖ ପୂର୍ଣ୍ଣମୀ କୁହାଯାଏ । ସାଧାରଣତଃ ବିଶାଖାର ଅର୍ଥ ହୋଇଥାଏ ବିଭାଜିତ କିମ୍ବା ଗୋଟିଏରୁ ଅତ୍ୟଧିକ ଶାଖା ମାନଙ୍କର ଉତ୍ପନ୍ନ । ଏହି ନକ୍ଷତ୍ରର ସ୍ୱମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.