Loading...

ଆଜି ହେଉଛି ଚକଲେଟ୍ ଡେ

ଆଜି ହେଉଛି ଚକଲେଟ୍ ଡେ

ପ୍ରେମ ସବୁବେଳେ ଚିରନ୍ତନ ଏବଂ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ନିଆରା । ପ୍ରେମ କରି ଶିଖିଲେ ତାହା ଚକଲେଟ୍ ପରି ମିଠା ।

ପ୍ରେମ ସବୁବେଳେ ଚିରନ୍ତନ ଏବଂ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ନିଆରା । ପ୍ରେମ କରି ଶିଖିଲେ ତାହା ଚକଲେଟ୍ ପରି ମିଠା । କୈଶୋର ପ୍ରେମ ଚକଲେଟ୍ ଦିଆନିଆରୁ ହିଁ ଆରମ୍ଭ ହୋଇଥାଏ । ଏହା’ହିଁ କହିଦିଏ ପ୍ରେମ କେତେ ମିଠା । ଯେଉଁ ବ୍ୟକ୍ତି ପ୍ରେମରେ ପଡିଥାଏ, ସେ ଜୀବନର ସବୁ ମୁହୂର୍ତ ଗୁଡିକୁ ପ୍ରେମମୟ କରିବାକୁ ଚାହିଁଥାଏ । ଏବେ ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ, ଏହାର ଆଜି ହେଉଛି ତୃତୀୟ ଦିବସ । ଆଜିର ଦିନକୁ ପ୍ରେମିକ, ପ୍ରେମିକା ମାନେ “ଚକଲେଟ୍-ଡେ’ ଭାବରେ ପାଳନ କରିଥାନ୍ତି । କଥାରେ ଅଛି ଚକଲେଟ୍ ହେଉଛି ଝିଅଙ୍କର ପ୍ରଥମ ପସନ୍ଦ । ନିଜ ପ୍ରେମିକାର ମନ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକଲେଟଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । ଆପଣଙ୍କ ପ୍ରେମିକାର ମୁଡ ହିସାବରେ ଆପଣ ତାଙ୍କୁ ଚକଲେଟ ଦେଲେ ସେ ଖୁସିକୁ ଆପଣ ଅନୁଭବ କରିପାରିବେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.