Loading...

ଆଜି ପବିତ୍ର ଦୋଳ ପୁର୍ଣିମା, ଫଗୁ ଖେଳିବା ସହ ଶ୍ରୀଜିଉଙ୍କ ସୁନାବେଶ

ଆଜି ପବିତ୍ର ଦୋଳ ପୁର୍ଣିମା, ଫଗୁ ଖେଳିବା ସହ ଶ୍ରୀଜିଉଙ୍କ ସୁନାବେଶ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଉତ୍ସବ ମୁଖର। ଦୋଳପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଉତ୍ସବ ମୁଖର।  ଦୋଳପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ସକାଳ ୯ଟା ଭିତରେ ବେଶ ‌ଶେଷ ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ। ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ପାଇଁ ଭଗ୍ନ‌ ଦୋ‌ଳବେଦିକୁ ମରାମତି କରାଯାଇଛି। ଦୋଳବେଦି ଓ ପାଚେରିକୁ ରଙ୍ଗ ଦେଇ ନୂଆରୂପ ଦିଆଯାଇଛି। ‌ଦୋଳବେଦି ପରିକ୍ରମା ପଥ ବି ମରାମତି କରାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.