25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

ସରିଛି ଗୋଲାପ ଦିଆନିଆ। ଏବେ ପ୍ରେମ ନିବେଦନର ପାଳି। ନିଜ ପ୍ରେମକୁ ଶବ୍ଦରେ ବୟାନ କରିପାରୁନଥିବା ଅନେକ ପ୍ରେମିକ/ପ୍ରେମିକା ଆଜିର ଦିନର ମଉକାକୁ ଉପଯୋଗ କରିଥାଆନ୍ତି। ଯେମିତି ଏହି ଦିନଟିକୁ ବହୁ ଉତ୍କଣ୍ଠାରେ ଅପେକ୍ଷା କରିଥାଆନ୍ତି। ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ଯେମିତି ଏକ ଖାସ୍‌ ଉତ୍ସବ ପାଲଟିଯାଏ।

କେଇ ବର୍ଷ ହେବ, ପ୍ରେମ ସପ୍ତାହର ଧାରା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପ୍ରେମ ନିବଦେନ କରିବେ ଅନେକ। ସୋସିଆଲ୍‌ ମିଡିଆ ଯୁଗ ଚାଲିଥିବାରୁ କେହିକେହି ପରୋକ୍ଷରେ ହେଉ ଅବା ଥଟ୍ଟାମଜାରେ ନିଜ ‌ପ୍ରେମର ପରିପ୍ରକାଶ କରିବେ। ଆସନ୍ତାକାଲିର ଦିନକୁ ସ୍ମରଣୀୟ ରଖିବା ପାଇଁ ଅନେକ ପ୍ରେମୀଯୁଗଳ ପାର୍କ, ରେସ୍ତୋରାଁ ଓ ସିନେମା ହଲ୍‌ରେ ଭିଡ଼ ଜମିବ।

ପଢନ୍ତୁ: ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

 

Related posts

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

Ratnamani Maharana

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More