ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଦବଙ୍ଗ ଅନ୍ଦାଜ୍ ଓ କିଲର ସ୍ବାଗ୍ । ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଆଜି ଜନ୍ମଦିନ । ବଲିଉଡ଼ର ମୋଷ୍ଟ ଏଲିଜିବଲ ବ୍ୟାଚଲରଙ୍କ ଆଜି ୫୮ତମ ଜନ୍ମଦିନ । ୫୭ବର୍ଷ ପୂରଣ କରି ୫୮ବର୍ଷରେ ପାଦ ଦେଲେ ।
ଦବଙ୍ଗ ଅନ୍ଦାଜ୍ ଓ କିଲର ସ୍ବାଗ୍ । ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଆଜି ଜନ୍ମଦିନ । ବଲିଉଡ଼ର ମୋଷ୍ଟ ଏଲିଜିବଲ ବ୍ୟାଚଲରଙ୍କ ଆଜି ୫୮ତମ ଜନ୍ମଦିନ । ୫୭ବର୍ଷ ପୂରଣ କରି ୫୮ବର୍ଷରେ ପାଦ ଦେଲେ ।
ସଲମାନଙ୍କ ବାର୍ଥ ଡେ’ ଅବସରରରେ ଏକ ପାର୍ଟିରେ ଆୟୋଜନ ହୋଇଥିଲା । ଯେଉଁଥିରେ ଅନେକ ସେଲିବ୍ରିଟି ନଜର ଆସିଥିଲେ । ୨୭ ଡିସେମ୍ବର ୧୯୬୫ରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।