EnewsOdia.Com

ଆଜି ପବିତ୍ର ମକର ସଂକ୍ରାନ୍ତି

ଆଜି ପବିତ୍ର ମକର ସଂକ୍ରାନ୍ତି । ସାରା ଦେଶରେ ଏହି ପର୍ବକୁ  ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଦେଶର ଭିନ୍ନ ଭିନ୍ନ ଭାଗରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ।ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ ।  ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳାରେ ମକର ସଂକ୍ରାନ୍ତିର ଅଭିନନ୍ଦନ। ପୁରୀ ବେଳାଭୂମିରେ ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛାକୁ ଗଢିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଦେଶର ବିଭିନ୍ନ ପ୍ରାନ୍ତରେ ଆଜିର ଦିନରେ ଲୋହରୀ, ପୋଙ୍ଗଲ, ବିହୁ, ସଂକ୍ରାନ୍ତି ଆଦି ପାଳନ କରାଯାଇଥାଏ। ଏହାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

ପଢନ୍ତୁ: ଘନ କୁହୁଡ଼ି ସହ ଥରାଉଛି ଶୀତ

ସମ୍ବନ୍ଧିତ ଖବର

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ବୋର୍ଡ କହିଲା ଭାଇରାଲ ହୋଇନି ମାତୃଭାଷା ପ୍ରଶ୍ନପତ୍ର

Ratnamani Maharana

ବକେୟା ବିଲ୍ ନଦେଲେ ୧୬ରୁ କଟିବ ବିଦ୍ୟୁତ ସଂଯୋଗ

Ratnamani Maharana

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି

Ratnamani Maharana

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

Ratnamani Maharana