News

୮୬ ବର୍ଷରେ ପଦାର୍ପଣ କଲେ ମନମୋହନ ସିଂହ

singh

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଅନେକ ରାଜନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜନ୍ମ ଦିନ ଅବସରରେ ଶୁଭେଛା । ସେ ସିଂହଙ୍କ ପାଇଁ ଲମ୍ବା ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରିଛନ୍ତି।

singh

ଉଲ୍ଲେଖଯୋଗ୍ୟ,ମନମୋହନ ସିଂ ୨୦୦୪ଠାରୁ ୨୦୧୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଶାସନ ସମୟରେ ଭାରତ ଜଗତୀକରଣ କ୍ଷେତ୍ରରେ ପାଦ ଥାପିଥିଲା। ସେ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବର ଗାହଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଗୁରୁମୁଖ ସିଂ ଏବଂ ମାତା ଅମ୍ରିତ କୌରତାଙ୍କୁ ସେ ଅତି ସ୍ନେହ କରୁଥିଲେ। ଏହାବ୍ୟତୀତ ତାଙ୍କ ଶାସନ ସମୟରେ ଭାରତ ଜଗତୀକରଣ କ୍ଷେତ୍ରରେ ପାଦ ଥାପିଥିଲା।

ପଢନ୍ତୁ;ଦିଲ୍ଲୀ ଅଶୋକ ବିହାରରେ ଭୁଷୁଡ଼ିଲା ୩ ମହଲା କୋଠା,୨ ପିଲା ମୃତ

Related posts

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ, ସମାଧାନ କେବେ ହେବ ଏନେଇ ପ୍ରଶ୍ନ

ENO Beuro

Patanjali Ayurveda Among Top 10 Most Influential Brand in India

ENO Beuro

ଦାଉଦ୍‌କୁ ନେଇ ଆମେରିକାର ଚାଞ୍ଚଲ୍ୟକର ତଥ୍ୟ

Ratnamani Moharana

Leave a Comment