SPORTS

ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଆଜି

Crike

ଆଜି ବିଶ୍ୱକପ କ୍ରିକେଟର ୧୧ତମ ମ୍ୟାଚ୍ । ପାକିସ୍ତାନ ସହ ମୁକାବିଲା କରିବ ଶ୍ରୀଲଙ୍କା। ଅପରାହ୍ନ ୩ଟା ବେଳେ ବ୍ରିଷ୍ଟଲ୍ କାଉଣ୍ଟି ଗ୍ରାଉଣ୍ଡ ଷ୍ଟାଡିୟମରେ ଏହି ଦମଦାର ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରି ବିଜୟୀ ହୋଇଥିବା ପାକିସ୍ତାନର ମନୋବଳ ଦୃଢ ରହିଛି ।

ସେପଟେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବରେ ହାରିବା ପରେ ଦ୍ବିତୀୟ ଆଫଗାନିସ୍ତାନକୁ ହରାଇଛି । ଏହି ଦୁଇ ଏସୀୟ ପାୱାରହାଉସ ଭିତରେ ଆଜି ଟକ୍କର ହେବ । ବିଶ୍ବକପ୍ ଇତିହାସ ଦେଖିବାକୁ ଗଲେ ପାକିସ୍ତାନ ଶ୍ରୀଲଙ୍କାକୁ ସମସ୍ତ ୭ଥର ହରାଇଛି । ତେଣୁ ପାକିସ୍ତାନ ସପକ୍ଷରେ ରହିଛି ରେକର୍ଡ ।

ପଢନ୍ତୁ: ୧୦-୦ ବିଜୟରୁ ଅଭିଯାନ ଆରମ୍ଭ କଲା ଭରତ

Related posts

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Ratnamani Moharana

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

ENO Beuro

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

ENO Beuro

1 comment

Leave a Comment