News

ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

PMSYM

 PM-SYM ଯୋଜନା:  ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା  ପେନସନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର  ଅହମଦାବାଦରେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ  ଯୋଜନାର ଶୁଭାରମ୍ଭ କରିବେ। ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍  ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରିଥିଲେ।

ଅଣସଙ୍ଗଠିତ ଶ୍ରମିକ ଯାହାର ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ଏହି ପେନସନ ବାବଦରେ ମାସକ ୩୦୦୦ ଟଙ୍କା ମିଳିବ। ଏଥିପାଇଁ ହିତାଧିକାରୀଙ୍କୁ ପ୍ରତ୍ୟେକ ମାସରେ ପ୍ରିମିୟମ  ରୂପେ କିଛି ଟଙ୍କା ଜମା କରିବାକୁ ପଡ଼ିବ। ୧୮ ବର୍ଷରୁ ୪୦ ବର୍ଷର ଶ୍ରମିକ ଏହି ଯୋଜନାର ଲାଭ ଉଠାଇପାରିବେ।

ପଢନ୍ତୁ: ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

Related posts

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି

ENO Beuro

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

Leave a Comment